‘ମେଥି ପନୀର୍’
ଘରେ ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି।
ଆବଶ୍ୟକ ସାମଗ୍ରୀ: ପନୀର, ମେଥି ଶାଗ, ଗରମ ମସଲା, ଅଦା-ରସୁଣ-ପିଆଜ ବଟା, ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି, ହେଙ୍ଗୁ, ଘିଅ, ଲଙ୍କା ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି…