Latest Odisha News

BREAKING NEWS

‘ଇସ୍ରୋ’କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲା ‘ନାସା’

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) କୁ ଶୁଭେଚ୍ଛା ଜଣାଇଛି ବିଶ୍ୱର ସର୍ବବୃହତ୍ତ ସ୍ପେସ ଏଜେନ୍ସି 'ନାସା' । 'ଇସ୍ରୋ' ଦ୍ୱାରା ସୋମବାର ଦିନ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ 'ନାସା' ଟ୍ୱିଟ କରି 'ଇସ୍ରୋ'କୁ ଶୁଭେଚ୍ଛା ଜଣାଇଛି । 'ନାସା'…

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ

ଭୁବନେଶ୍ୱର: ବୋରିସ ଜନସନ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସ୍ଥାନରେ ସେ ଏହି ଭାର ସମ୍ଭାଳିବେ। କନଜରଭେଟିଭ ପାର୍ଟି ତରଫରୁ ହୋଇଥିବା ଭୋଟରେ ବୋରିସି ନିଜ ପ୍ରତିଦ୍ୱନ୍ଦୀ ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ…

ଓଜେଏସ୍ ପରୀକ୍ଷାରେ ଟପ୍ପର ହେଲେ ଅନୁଗୁଳର ଇପସିତା ମିଶ୍ର

ଭୁବନେଶ୍ୱର: ଅନୁଗୁଳର ଇପସିତା ଅଭିନନ୍ଦିତା ମିଶ୍ର ଚଳିତ ଥର ଓଡିଶା ବିଚାରବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଓଡିଶା ଲୋକସେବା ଆୟୋଗ (ଓପିଏସସି) ସୋମବାର ଦିନ ଏହାର ଫଳାଫଳ ଘୋଷଣା କରିଛି। ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରୁ ଇପସିତା ନିଜର ସ୍ନାତକ…

ବ୍ୟାନ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ କଲା ଟିକଟକ୍

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ‘ଟିକଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ଡିଲିଟ କରିଛି ୬୦ ଲକ୍ଷ ଭିଡିଓ କ୍ଲିପ୍‌ । ମିଳିଥିବା ସୂଚନା ଅନୁସାରେ ବ୍ୟାନ୍‌ ହୋଇଯିବା ଭୟରେ ଏହି ଚାଇନିଜ୍‌ ଆପ୍‌ ହିଂସାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଉଥିବା ଭିଡିଓଗୁଡ଼ିକୁ ତା’ର ପ୍ଲାଟ୍‌ଫର୍ମରୁ…

ଘଡଘଡି ସହ ବର୍ଷା ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୋନପୁର, ବୌଦ୍ଧ, ମୟୁରଭଞ୍ଜ ଓ ବାଲେଶ୍ୱର ଆଦି…

‘ଆଇଏନଏସ୍ ଚିଲିକା’ରେ ‘ନାବିକ’ ପଦବୀ ଲାଗି ଭାରତୀୟ ନୌସେନାର ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ‘ଇଣ୍ଡିଆନ୍ ନେଭି ଏଣ୍ଟ୍ରାନ୍ସ ଟେଷ୍ଟ’ (ଆଇଏନଇଟି) ତଥା ନୌସେନାରେ ନାବିକ ପଦବୀ ଲାଗି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାନେଇ ମଙ୍ଗଳବାର ଦିନ ଭାରତୀୟ ନୌସେନା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡ଼ିଶାର…

‘ଡ଼ିମଡ଼ ୟୁନିଭର୍ସିଟି’ ର‌୍ୟାଙ୍କିଂ: ଓଡ଼ିଶାରେ ‘ସୋଆ’ ୧ ନମ୍ବର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ରାଜ୍ୟର ୧ ନମ୍ବର ଶିକ୍ଷାନୁଷ୍ଠାନ । ନିକଟରେ ପ୍ରକାଶିତ ଆଉଟଲୁକ୍ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗରେ ଏହି ଏକ ନମ୍ବର ମାନ୍ୟତା ହାସଲ କରିଛି ସୋଆ । ଦେଶର ଶ୍ରେଷ୍ଠ ୫୦ଟି ଡିମଡ ଟୁ ବି ୟୁନିଭର୍ସିଟି…

ବିଧାନସଭାରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ: ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ୩ଟା ଯାଏଁ ମୂଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ପୁନର୍ବାର ବିରୋଧୀ ଦଳର ସଦସ୍ୟମାନେ ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିବା ଫଳରେ ବିଧାନସଭା ସରଗରମ ହୋଇପଡ଼ିଛି । ଗୃହରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ…

ସୋଆ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପରିଚାଳିତ କୃଷି ବିଜ୍ଞାନ କଲେଜ (ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍)ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଲିକନ୍ କୁମାର ଆଚାର୍ଯ୍ୟ ଏଗ୍ରିକଲଚରାଲ୍ ରିସର୍ଚ୍ଚ ସର୍ଭିସେସ୍ ପରୀକ୍ଷାରେ ପ୍ଲାଣ୍ଟ ପାଥୋଲୋଜି ବିଭାଗରେ ସାରା…

ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ଭିଡିଓ ଭାଇରାଲ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ୧୭ ବର୍ଷୀୟ ବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଅଭାବନୀୟ ଘଟଣା ଜୁଲାଇ ୮ ତାରିଖରେ ଘଟିଥିବାବେଳେ ଏନେଇ…