Latest Odisha News

BREAKING NEWS

ବିରୋଧି ଦଳ ନେତାଙ୍କୁ ନେଇ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁୁବନେଶ୍ୱର: ଓଡିଶା ବିଧାନସଭାର ଆଜି ଥିଲା ପ୍ରଥମ ଅଧିବେଶନ । ପ୍ରଥମ ଅଧିବେଶନ ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଛି ହଟ୍ଟଗୋଳ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗହକାର୍ଯ୍ୟରେ ବାଧା ସୃଷ୍ଟି ହେବା ଯୋଗୁଁ ଆସନ୍ତା କାଲି ଯାଏଁ ମୁଲତବୀ…

ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ୱର : ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ବୋଲି ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ଗୌଡା କହିଛନ୍ତି, “ଏହି ଯୋଜନାର…

ମଜା

ମଜା ଜ୍ଞାନ ହୋତା ଚାଳଘର ମଜା ଦୋତାଲାରେ ନାହିଁ ପଖାଳର ମଜା ତତଲାରେ ନାହିଁ ! ଗୁଣୁଗୁଣେଇବା ମଜା ଗାଇବାରେ ନାହିଁ ଚାଖିବାର ମଜା ଭାଇ ଖାଇବାରେ ନାହିଁ ! ଭାବିବାର ମଜା ଛୁଇଁବାରେ ନାହିଁ ଉଣ୍ଡିବାର ମଜା ଚାହିଁବାରେ ନାହିଁ ! ଚୁପ ରହିବାର ମଜା କହିବାରେ ନାହିଁ ଢୁଳେଇବା ମଜା…

ବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହକାର୍ଯ୍ୟ ତୁଲାଇବେ ଅଧିଷ୍ଠାତା ମଣ୍ଡଳୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠିତ ହୋଇଛି । ବାଚସ୍ପତିଙ୍କ ଅନୁପସ୍ଥିତି ସମୟରେ ଏହି ଅଧିଷ୍ଠାତା ମଣ୍ଡଳୀ ବିଧାନସଭା ଗୃହକାର୍ଯ୍ୟ ତୁଲାଇବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହି ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀେରେ ଯେଉଁ ସବୁ ବିଧାୟକ…

ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ବ୍ରାଏନ୍ ଲାରା ମଙ୍ଗଳବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ହସ୍ପିଟାଲ କର୍ତ୍ତପକ୍ଷଙ୍କ କୌଣସି ସୂଚନା ଦେବାକୁ ମନାକରି ଦେଇଥିବାବେଳେ ତାଙ୍କର ଛାତିରେ…

ସାରା ଓ କାର୍ତ୍ତିକଙ୍କ ଲୁଚାଛପା ପ୍ରେମ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ଛୋଟେ ନବାବଙ୍କ ଅଲିଅଳି କନ୍ୟା ସାରା ଏବେ କାଶ୍ମୀରର ସବୁଜିମା ଘେରା ପାହାଡ ପର୍ବତରେ ବୁଲୁଥିବା ଦେଖିବାକୁ ମିଳିଛି । ସାରା ଏକା ନାହାନ୍ତି, ସାଙ୍ଗରେ ଅଛନ୍ତି ନାୟକ କାର୍ତ୍ତିକ ଆର‌୍ୟନ । ସୂଚନା ମୁତାବକ ଏମାନେ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ସୁଟିଂ ପାଇଁ ଏଠାକୁ ଆସିଛନ୍ତି ।…

ବିଜୟ କୁମାର ସାହୁ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନୂଆ ପରାମର୍ଶଦାତା

ଭୁବନେଶ୍ୱର : ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନୂଆ ପରାମର୍ଶଦାତା ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଡଃ ବିଜୟ କୁମାର ସାହୁ । ଅପରପକ୍ଷରେ ୩୧୪ଟି ଉଚ୍ଚମାନର ସିବିଏସଇ ସ୍କୁଲ, ଓଡିଶାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଖୋଲିବା ନେଇ ରୋଡମ୍ୟାପ୍ ଜରିଆରେ ସେ ମୁଖ୍ୟମନ୍ତ୍ରୀ ନବୀନ…

ଏନସେଫାଲିଟିସ୍ ସହ ଲିଚୁର ସମ୍ପର୍କ ନାହିଁ: ବିଶେଷଜ୍ଞ

ବିହାର: ବିହାରରେ ଦିନକୁ ଦିନ ଶିଶୁ ମୃତ୍ୟୁ ବଢୁଥିବା ବେଳେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ପିଲାଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ଲିଚୁକୁ ଦାୟୀ କରାଯାଉଥିଲା ବେଳେ ଏହା ସହ ଲିଚୁର କୌଣସି ସମ୍ପର୍କ ନଥିବା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡ. ବିଶାଳନାଥ ସ୍ପଷ୍ଟ କରିଛନ୍ତି ।…

୧୦ମ ଶ୍ରେଣୀ ଛାତ୍ରୀ ୫ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏକ ପଡିଆ ନିକଟରେ ସୋମବାର ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଉକ୍ତ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଟିସ୍କୋ ହସ୍ପିଟାଲରେ…