Latest Odisha News

BREAKING NEWS

ଯାହା ସେ ପାରିଲାନି…

ଯାହା ସେ ପାରିଲାନି... କ୍ଷୀରୋଦ ବିହାରୀ ବିଶ୍ୱାଳ ପୁରୁଣା କାଳିଆ ଚଉଡା଼ ମାଟି କାଂଥର ଘର | ନଡ଼ା ଛପର | ଘର ମଝିରେ ଅଗଣା | ଭିତରେ ତିନୋଟି ଶୋଇବା ଘର, ଠାକୁର ଘର, ରୋଷେଇ ଘର, ଧାନ ରଖିବା ପାଇଁ ଅମାର ଘରକୁ ମିଶେଇଲେ ଛ'ଟି ଘର , ଦାଣ୍ଡ ପଟରୁ ଘର ଭିତରକୁ ପଶିଲେ ବୈଠକି ଘରଟେ | ସେ…

ରକ୍ତ ବି କାନ୍ଦିପାରେ !

ରକ୍ତ ବି କାନ୍ଦିପାରେ ! ଶୁଭଶ୍ରୀ ମହାରଣା ଆଖି କାନ୍ଦିବା କିଛି ବଡ଼ କଥା ନୁହେଁ ରକ୍ତ କାନ୍ଦିବା ବହୁତ ବଡ଼ କଥା ଆଖି ତ କାନ୍ଦେ ହାଲକା ଆଘାତରେ କିନ୍ତୁ, ରକ୍ତ... ଗଭୀର କ୍ଷତରେ । ଚୁମ୍ବନ ଓ ଚାପୁଡ଼ା କିଏ କାହାଠୁ କ'ଣ କମ୍? ଗୋଟିଏ ପ୍ରେମର ନିଦର୍ଶନ ଆରଟି ଘୃଣ୍ୟ।…

ଜୁନ୍ ୩ରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ଚଳିତ ବର୍ଷ ଜୁନ୍ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ଦିନ ୧୨ଟା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା…

ନନ୍ଦନକାନନରେ ଜନ୍ମ ନେଲା ନୀଳଗିରି ଲାଙ୍ଗୁର ଶାବକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର (ଏସିଆର ଲମ୍ବା ଲାଙ୍ଗୁଳ ବିଶିଷ୍ଟ ମାଙ୍କଡ)ର ମୃତ୍ୟୁ ପରେ ଶନିବାର ଦିନ ଏଠାରେ ଗୋଟିଏ ଛୋଟ ଲାଙ୍ଗୁର ଶାବକ ଜନ୍ମ ହୋଇଛି । ଚିଡିଆଖାନାରେ ଶୁକ୍ରବାର ଦିନ ମୃତ୍ୟୁବରଣ କରିଥିବା ରୋଗଗ୍ରସ୍ତ ନୀଳଗିରି ଲାଙ୍ଗୁରର…

ମୌସୁମୀ ବିଳମ୍ବ ସତ୍ୱେ ଏବର୍ଷ ସ୍ୱାଭାବିକ ବୃଷ୍ଟିପାତ ହେବା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ଚଳନରେ ବିଳମ୍ବ ଘଟିଥିଲେ ମଧ୍ୟ ସାରା ଦେଶରେ ସ୍ୱାଭାବିକ ଭାବେ ମୌସୁମୀ ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସୂଚନା ଅନୁସାରେ, ଏଥର ମୌସୁମୀ…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣା: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁରରେ ଶୁକ୍ରବାର ରାତିରେ ଘଟିଥିବା ପୋଲିସର ଏନକାଉଣ୍ଟରରେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ଅପରାଧୀ ଦ୍ୱୟ ଗଣେଶ ନାୟକ ଓ ହୃଷି ପାତ୍ର ବୋଲି ଜଣାପଡିଛି । ପରେ ଆହତମାନଙ୍କୁ ଚିକିତ୍ସା…

ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଏବଂ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ଶନିବାର ଦିନ ନିର୍ବାଚିତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଶନିବାର ଦିନ ଓଡ଼ିଶା ବିଧାନସଭା ଗୃହ ଆରମ୍ଭ ହେବା ମାତ୍ରେ କାମଚଳା…

ଜୁନ୍ ୧୬ରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଚଳିତ ବର୍ଷ ଜୁନ୍ ୧୬ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏନେଇ ବନବିଭାଗ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚଳିତ ଥର ପିଠାବଟା ରେଞ୍ଜ ଅନ୍ତର୍ଗତ ଲୁଲୁଙ୍ଗ ଓ…

ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ଶନିବାର ଦିନ କାଣ୍ଠମାଣ୍ଡୁରୁ ଆସି ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ । କଳ୍ପନାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।…

ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା

କଟକ : ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଧର୍ମପତ୍ନୀ ପ୍ରବୀଣା ମହାନ୍ତିଙ୍କ ଶୁକ୍ରବାର ରାତିରେ ହୃଦଘାତରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ…