Latest Odisha News

BREAKING NEWS

ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ହାତରେ ଥାଳି ଧରି ସାହାଯ୍ୟ ମାଗିଲେ ଗଜପତିର ମହିଳା ଏସପି

ପାରଳାଖେମୁଣ୍ଡି: ବାତ୍ୟାର ତାଣ୍ଡବଲୀଳା ପରେ ଏପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ଅନେକ ବିପନ୍ନ ଅସହାୟ ହୋଇପଡ଼ିଛନ୍ତି । ବାତ୍ୟାରେ ଯେଉଁପରି ଭାବେରେ ଧନ ଜୀବନର କ୍ଷୟକ୍ଷତି ଘଟିଛି ତାହାର ଚିତ୍ର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, କଟକ ଏହିପରି ରାଜ୍ୟର ୧୪ଟି ଜିଲ୍ଲାରେ ଦେଖିବାକୁ…

ବାତ୍ୟା ବିପନ୍ନଙ୍କ ଲାଗି ସହଯୋଗର ହାତ ବଢାଇଲେ ବଲିଉଡର ସେଲିବ୍ରିଟି

ଭୁବନେଶ୍ୱର : ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫନି’ ପରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡର ସେଲିବ୍ରିଟିମାନେ । ଏହି ସେଲିବ୍ରିଟିମାନେ #WithYouOdisha ନାମକ ଏକ ଅଭିଯାନ ଆରମ୍ଭ କରିବା ସହ ଓଡିଶାବାସୀଙ୍କୁ ସହାୟତା ପାଇଁ ଆହ୍ୱାନ କରିଛନ୍ତି ।…

ଓଡ଼ିଶା ହାଇକୋର୍ଟରେ ମେ ୧୩ ତାରିଖରୁ ସ୍ୱାଭାବିକ କାର୍ଯ୍ୟ ଚାଲିବ

କଟକ: ଓଡ଼ିଶା ହାଇକୋର୍ଟରେ ମେ ୧୩ ତାରିଖଠାରୁ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲୁହେବା ନେଇ ସୂଚନା ମିଳିଛି । ବାତ୍ୟା ଫନି ସମ୍ପର୍କରେ ଆଗୁଆ ସୂଚନା ଭାରତୀୟ ପାଣିପାଗ ପକ୍ଷରୁ ପାଇବା ପରେ ମେ ୨ ଏବଂ ୩ ତାରିଖ ଦୁଇଦିନ ଧରି ହାଇକୋର୍ଟ ବନ୍ଦ ରହିଥିଲା । ପୁରୀଠାରେ ବାତ୍ୟା ଫନି ସ୍ଥଳପଥ…

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି । ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍…

ମେ’ ୧୫ ସୁଦ୍ଧା ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର : ଭୁବନେଶ୍ୱର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ମେ’ ୧୧ ତାରିଖ ବେଳକୁ ରାଜଧାନୀର ଉପକଣ୍ଠରେ ଥିବା ଡିପିଏସ୍, ମେ’ ୧୩ ତାରିଖରେ ଗୋବିନ୍ଦପୁର, ମେ’ ୧୪ ବେଳକୁ ତ୍ରିନାଥ ବଜାର, ପାହାଳ,…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦାନ କଲେ ସୁବ୍ରତ୍ ବାଗଚି୍

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ମାଇଣ୍ଡ ଟ୍ରି’ର ସହ ସଂସ୍ଥାପକ ତଥା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବାଗଚି୍ ୨୫ ଲକ୍ଷ ଟଙ୍କା…

ସୋଆ କମ୍ୟୁନିଟି ରେଡିଓରେ ‘ଫନି’ ବାତ୍ୟାର ସିଧା ପ୍ରସାରଣ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ଶୁକ୍ରବାର ଦିନ ଭୟାନକ ରୂପ ନେଇ ଭୁବନେଶ୍ୱରରେ ପ୍ରବେଶ କରିବା ସମୟରେ ଏକ ଛୋଟିଆ ଟିମ୍ ଲୋକମାନଙ୍କୁ ଘୂର୍ଣ୍ଣିବାତ୍ୟାର ଧାରା ବିବରଣୀ ପ୍ରଦାନ କରିବା ସହ ପ୍ରତ୍ୟେକ ମୁହୂର୍ତକୁ କିପରି ସାମ୍ନା କରିବା ଆବଶ୍ୟକ ଓ ସେମାନେ କିପରି ସୁରକ୍ଷିତ ରହିବେ ସେ ବିଷୟରେ…

ରିଲିଫ୍ ବଣ୍ଟନବେଳେ ଆହତ ହେଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ

କଟକ : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ହୋଇଥିବା କଟକର କିଛି ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପ୍ରଦାନ କରୁଥିବାବେଳେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କଟକରେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସମୟରେ ଦୁର୍ଭାଗ୍ୟବଶତଃ ଶ୍ରୀଯୁକ୍ତ…

ରାଜଧାନୀରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୨ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଘଟିବା ଫଳରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ନାମ ଶୁଭାଶିଷ ସାହୁ ଓ ଅଜୟ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ୨ ୍ଜଣ ବ୍ୟକ୍ତି କୌଣସି…

ଦେଖନ୍ତୁ ନାସା ଜାରି କରିଥିବା ଫଟୋଚିତ୍ର, ଅନ୍ଧାର ବଳୟରେ ଟ୍ୱିନସିଟି

ନୂଆଦିଲ୍ଲୀ : ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିବା ପରେ ରାଜ୍ୟର କେତେକାଞ୍ଚଳ ବିପର‌୍ୟ୍ୟସ୍ତ ହୋଇ ପଡ଼ିଥିବାବେଳେ ସବୁଆଡେ ଅନ୍ଧାର ବଳୟରେ ଆବଦ୍ଧ ହୋଇରହିଛି । ଏହି ପରିପ୍ରେକ୍ଷୀରେ ଆମେରିକୀୟ ସ୍ପେସ୍ ଏଜେନସି ‘ନାସା’ ବାତ୍ୟା ପୂର୍ବ ଓ ପରର କଟକ ଓ ଭୁବନେଶ୍ୱର ସହରର ଏକ ଫଟୋଚିତ୍ର…