Latest Odisha News

BREAKING NEWS

ଅର୍ଜୁନ ଆୱାର୍ଡ ଲାଗି ମହିଳା କ୍ରିକେଟରଙ୍କ ସମତେ ୪ଜଣଙ୍କ ନାମ ସୁପାରିଶ କଲା ବିସିସିଆଇ

ମୁମ୍ବାଇ : ବିସିସିଆଇ ଶନିବାର ଦିନ କ୍ରିକେଟର ମହମ୍ମଦ ସାମି ଓ ଯଶପ୍ରୀତ ବୁମରା, ଅଲ-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମହିଳା ଖେଳାଳି ପୁନମ ଯାଦବଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ପ୍ରଶାସକ କମିଟି ନୂଆଦିଲ୍ଲୀ ଏକ…

ପ୍ରଥମ ମହିଳା ଭାବେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରିଂ କଲେ କ୍ଲାର୍ ପୋଲସକ୍

ନୂଆଦିଲ୍ଲୀ: କ୍ଲାର୍ ଆଣ୍ଟୋନିଆ ପୋଲସକ, ଯିଏକି ଜଣେ ଅଷ୍ଟେ୍ରଲୀୟ ମହିଳା କ୍ରିକେଟ ଅମ୍ପାୟାର ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ମାତ୍ର ଶନିବାର ଦିନ କ୍ଲାର୍ ଏକ ମ୍ୟାଚରେ ଅମ୍ପାୟାରିଂ କରି କ୍ରିକେଟ ଜଗତରେ ଏକ ଇତିହାସ ରଚିଛନ୍ତି କହିଲେ ଅତୁ୍ୟକ୍ତି ହେବନାହିଁ । ସେ ପୁରଷମାନଙ୍କ ମ୍ୟାଚରେ…

କଟକ: ପେଟ୍ରୋଲ ପମ୍ପରୁ ଜବତ ହେଲା ୭ ଲକ୍ଷ ୪୦ ହଜାର ଟଙ୍କା

କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଖଇରାପୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡର଼୍ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୭ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି । କୌଣସି ସୂତ୍ରରୁ ଖବରପାଇ, ଫ୍ଲାଇଂ ସ୍କ୍ୱାଡର଼୍ ପେଟ୍ରୋଲ ପମ୍ପର ଅଫିସ ଉପରେ ଚଢଉ କରିଥିଲେ, ତେବେ ଏହି…

କେନ୍ଦ୍ରାପଡାରେ ପୋଷ୍ଟାଲ୍ ବାଲାଟ୍ ନମିଳିବାରୁ ଧାରଣାରେ ବସିଲେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଥିବା ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍ ନ ମିଳିବାରୁ କର୍ମଚାରୀମାନେ ଇଭିଏମ୍ ବିତରଣ କେନ୍ଦ୍ରରେ ଧାରଣାରେ ବସିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଇଭିଏମ୍ ଓ…

ଟିଡ଼ିପି ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଓବାଦୀ କୋରାପୁଟରୁ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଦୁଆ ଅଞ୍ଚଳରେ ପୋଲିସ ଚଢଉ କରି ‘ନନ୍ଦପୁର ଏରିଆ କମିଟି’ର ସଦସ୍ୟ ରହିଥିବା ମାଓବାଦୀକୁ ଗିରଫ କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଦୁର୍ଦ୍ଧାନ୍ତ ମାଓବାଦୀ ଜଣକ ପଦୁଆ ଥାନା ଅନ୍ତର୍ଗତ ତଳ କଣ୍ଡାପାଲ୍ଲୀର ବାସିନ୍ଦା ଜୟରାମ ଖିଲା ବୋଲି…

ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ପିପିଲି ବିଧାୟକ ତଥା ବିଜେଡି ନେତା ପ୍ରଦୀପ ମହାରଥୀ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବାବେଳେ ଶନିବାର ଦିନ ସ୍ୱତନ୍ତ୍ର ପ୍ରାଧିକୃତ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ଅଦାଲତ ତାଙ୍କୁ ୫୦ ହଜାର ଟଙ୍କା ଜୋରିମାନା ସହ ଜାମିନ…

ଓଡିଶାର ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ସିଇଓଙ୍କ ସୁପାରିଶ

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବାତିଲ ହୋଇଥିବା ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ସୁପାରିଶ କରାଯାଇଥିବା ନେଇ ଶନିବାର ଦିନ ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ…

କେନ୍ଦୁଝର: ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ସଫ୍ଟୱେୟାର୍ ଇଞ୍ଜିନିୟରଙ୍କୁ କାବୁକଲେ ବିଜେପି କର୍ମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଓଡିଶା ସ୍କୁଲ୍ ଅଫ୍ ମାଇନିଂ ପରିସରରେ ଥିବା ଏକ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବୁଲୁଥିବା ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଧରିଛନ୍ତି। ପରେ ଉକ୍ତ ଯୁବକଙ୍କୁ ପୋଲିସର ଜିମା ଦେଇଥିଲେ । ମିଳିଥିବା…

ଭୁବନେଶ୍ୱର: ଅଂଶୁଘାତରେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଅଂଶୁଘାତ ପ୍ରଭାବରେ ଜଣେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୪୪) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସେ ଭୁବନେଶ୍ୱର ରେଲୱେ ଷ୍ଟେସନରେ କାର୍ଯ୍ୟରତ…

ରାଜଧାନୀରେ ବାଲ୍ୟବିବାହ ରୋକିଲେ ପ୍ରଶାସନ, ବେଦୀରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଭରତପୁର ସ୍ଥିତ କଲ୍ୟାଣ ମଣ୍ଡପରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ବିବାହ କରାଯାଉଥିବା ବେଳେ ବିଏମସି ସିଡିପିଓ, ଅଙ୍ଗନବାଡି ସୁପରଭାଇଜର ଓ ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡଲାଇନ୍ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର…