ଶ୍ରୀଲଙ୍କାରେ ସିରିଏଲ୍ ବୋମା ବିସ୍ଫୋରଣ: ୧୫୬ ମୃତ, ୩୦୦ରୁ ଅଧିକ ବ୍ୟକ୍ତି ଆହତ
କଲମ୍ବୋ: ପଡ଼ୋଶୀ ଶ୍ରୀଲଙ୍କାରେ ରବିବାର ଦିନ ସିରିଏଲ୍ ବୋମା ବିସ୍ଫୋରଣ ଘଟି ପ୍ରାୟ ୧୫୬ ରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଏବଂ ହୋଟେଲରେ ଏହି ବୋମା ବିସ୍ଫୋରଣ ଘଟିଥିବାର ସୂଚନା ହସ୍ତଗତ ହୋଇଛି । ତେବେ ରବିବାର ଦିନ ଖ୍ରୀଷ୍ଟିୟାନ…