ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ବିଜେପି ସପକ୍ଷରେ ଯିବ: ମୋଦୀ
ସମ୍ବଲପୁର : ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରତି ଜନସମର୍ଥନ ବଢୁଥିବାର ସଙ୍କେତ ମିଳିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି ।
ସମ୍ବଲପୁରରେ ମୋଦି ଏକ ବିଜୟ ସମାବେଶକୁ ସମ୍ବୋଦ୍ଧିତ କରିବା ସହ “ରାଜ୍ୟରେ ବିକାଶର ପରିମାଣ କମ୍ ଓ…