Latest Odisha News

BREAKING NEWS

ଆଜି ପବିତ୍ର ଓଡ଼ିଆ ନବବର୍ଷ, ରାଜ୍ୟବାସୀଙ୍କୁ ମୋଦୀ ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆମାନେ ଆଜିର ଏହି ପବିତ୍ର ଦିବସକୁ ନୂଆବର୍ଷ ରୂପେ ପାଳନ କରିଥାଆନ୍ତି । ଆଜିର ଏହି ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଆଙ୍କୁ ଅଭିନନ୍ଦନ…

ଯାଜପୁରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମରୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।…

ଛତ୍ରପୁରରେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଛତ୍ରପୁର ଥାନା ଅନ୍ତର୍ଗତ ବୁଗୁଡା ଗ୍ରାମ ନିକଟରେ ରବିବାର ଦିନ ଜଣେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା ୧୪-୦୪-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୪ ତାରିଖ ରବିବାର ମେଷ ୧ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ମେଷ ରାଶିର…

ବାରିପଦାରେ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ ବାରିପଦାରେ ଆରମ୍ଭ ହୋଇଛି । ବାରିପଦା ଛଉ ପଡ଼ିଆର ମଞ୍ଚରେ ଉଦଘାଟିତ ହୋଇଛି ଏହି ଚୈତ୍ର ପର୍ବ । ମୟୂରଭଞ୍ଜ ଦକ୍ଷିଣ ସାହିର କାର୍ତିକେଶ୍ୱର ରଣା ଓ ଉତ୍ତର ସାହିର ଦିଲୀପ କୁମାର ମିଶ୍ର ଅନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଵଳନ କରି…

ରାଜ୍ୟରେ ବଢିଲା ଅସହ୍ୟ ତାତି, ତାଳଚେରରେ ୪୩.୧ ଡ଼ିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି, ଏହି ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବା ରାଜ୍ୟର ଜନସାଧାରଣଙ୍କ ପ୍ରତି ଏକ ସତର୍କ ଘଣ୍ଟି ସଦୃଶ । ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଶନିବାର ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁଯାୟୀ,…

ବିଜେପିକୁ ନବୀନଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ଦଶପଲ୍ଲା: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭାରତୀୟ ଜନତା ପାର୍ଟିକୁ ପ୍ରଶ୍ନ କରିଛନ୍ତି ଯେ, ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ କେଉଁ ବିଧାନସଭା ଆସନରୁ ସେ ଲଢୁଛନ୍ତି । ନବୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଏକ ବିଶାଳ ନିର୍ବାଚନୀ ସଭାରେ…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୨ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୨ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୨ ନେତାଙ୍କ ମଧ୍ୟରେ ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ ଏବଂ ଗଞ୍ଜାମର ଜଣେ ବିଜେଡି ନେତା…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି... କମଳା ଶତପଥୀ ପନୱେଲ୍‍ରୁ ଛତ୍ରପତି ଶିବାଜୀ ଟର୍ମିନସ୍‍କୁ ଲୋକାଲ୍‍ ଟ୍ରେନ୍‍ ଧରିଲା ବେଳେ, ଆଶ୍ଚର୍ଯ୍ୟଜନକ ଭାବେ ବଗିଟି ଏକଦମ୍‍ ଖାଲି ଖାଲି ଥିବାର ଦେଖି ସ୍ମିତ ହସଟିଏ ଖେଳିଗଲା ପ୍ରାଜକ୍ତାଙ୍କ ଓଠରେ । ସାମାନ୍ୟ ଆଶ୍ୱସ୍ତ ବି ଅନୁଭବ କଲେ ।…

ଅବସରପ୍ରାପ୍ତ ଓଡିଆ ଆଇଏଏସ୍ ଅଧୀକାରୀ ଅଶୋକ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ୧୯୭୧ ବ୍ୟାଚ ହିମାଚଳପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଅଧିକାରୀ ଅଶୋକ ମହାପାତ୍ରଙ୍କ ଶୁକ୍ରବାର ଦିନ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଓଡିଶାରେ ଜନ୍ମିତ ଏହି ଅଧିକାରୀ ଜଣକ…