Latest Odisha News

BREAKING NEWS

ନବରଙ୍ଗପୁର : ଝୁଲନ୍ତା ଅବସ୍ଥାରେ ପୁଅଝିଅଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଛଟାଗୁଡ଼ା ଗାଁ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୁଅଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁହେଁ ଛଟାଗୁଡା ଗାଁର ବାସିନ୍ଦା ହୋଇଥିବାବେଳେ ଝିଅର ବୟସ ୧୬ ଏବଂ ପୁଅର ବୟସ ୧୫ ବୋଲି ସୂଚନା ମିଳିଛି । ପ୍ରାପ୍ତ…

ହିଞ୍ଜିଳିରୁ ଲଢିବେ ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର : ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି । ଓଡିଶା ପାଇଁ ବିଜେପିର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀ ତାଲିକାରେ ଆଜି ହିଞ୍ଜିଳି ଲାଗି ପିତାମ୍ବରଙ୍କ ନାମ ପ୍ରକାଶ ପାଇଛି । କଟକ ଲୋକସଭା ଆସନ…

ଧର୍ମେନ୍ଦ୍ର ବିଜେପୁରରେ ନବୀନଙ୍କ ସହ ଲଢନ୍ତୁ: ସୁବାସ ଚୌହାନ

ଭୁବନେଶ୍ୱର: ପୂର୍ବଥର ପରି ଏଥର ମଧ୍ୟ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଦୀର୍ଘ ବର୍ଷ ଧରି ଅଣ୍ଟାଭିଡ଼ି ଅପେକ୍ଷା କରିଥିଲେ ବରଗଡ଼ ବିଜେପିର ଲୋକପ୍ରିୟ ନେତା ସୁବାସ ଚୌହାନ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଦୀର୍ଘ ୩୦ ବର୍ଷ ଧରି ପ୍ରଚାରକ ଦାୟିତ୍ୱ ବହନ କରି ସମାଜସେବା କରିଥିବା ସୁବାସ…

ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ ଆଜି

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ଆଜି ଶେଷ ହେଉଛି। ମାର୍ଚ୍ଚ ୧୮ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୫ ତାରିଖରେ ସମାପ୍ତ ହେବ ବୋଲି ପୂର୍ବରୁ ଭାରତ ନିର୍ବାଚନ ଆୟୋଗ…

ଭୁବନେଶ୍ୱର ରାସ୍ତାକଡରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁପୁତ୍ର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଶାସ୍ତ୍ରୀ ନଗର ଅଞ୍ଚଳରୁ ସୋମବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପରବର୍ତ୍ତୀ ସମୟରେ…

ଆଜିଠୁ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଛି । ଏହି ଖାତା ମୂଲ୍ୟାଙ୍କନ ପ୍ରକ୍ରିୟାରେ ବାର୍ଷିକ ମଧ୍ୟମା (ସଂସ୍କୃତ) ଏବଂ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ସାମିଲ ରହିଛି । ମୂଲ୍ୟାଙ୍କନ ପ୍ରକ୍ରିୟାରେ ୭୬୧…

କଟକରୁ ପ୍ରକାଶ ଓ କନ୍ଧମାଳରୁ ଖାରବେଳ ଲଢିବେ ଲୋକସଭା ନିର୍ବାଚନ

ଭୁବନେଶ୍ୱର : କଟକ ଲୋକସଭା ଆସନରୁ ବିଜେପି ଟିକେଟରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଲଢିବାକୁ ଥିବାବେଳେ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ହେଲେ ଐର ଖାରବେଳ ସ୍ୱାଇଁ । ଐର ଖାରବେଳ ସ୍ୱାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବାଲେଶ୍ୱରରୁ ବିଜେପି ସାଂସଦ ଥିଲେ । ତିନି ତିନି ଥର…

ପୁନର୍ବାର ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଜେପି ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁ ପୁଣି ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ସୋମବାର ଦିନ ସକାଳେ ଏକ ମିଶ୍ରଣ ପର୍ବ ଅବସରରେରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ…

ବିଜେଡ଼ିର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୯ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ । ବଲାଙ୍ଗୀର - ଅର୍କେଶ ନାରାୟଣ ସିଂହଦେଓ…

ପଦ୍ମ ଧରିଲେ ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ନେତା ଦାମୋଦର ରାଉତ ଏବଂ ସମୀର…