ବିଜେପିରେ ଯୋଗଦେଲେ ଦଶପଲ୍ଲା ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ଓ ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ
ଭୁବନେଶ୍ୱର: ଦଶପଲ୍ଲାର ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଦଶପଲ୍ଲାର ପୂର୍ବତନ ବିଜେଡ଼ି ବିଧାୟକ କାଶୀନାଥ ମଲ୍ଲିକ ବୁଧବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି ।
ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…