ଚୋରି ନବଜାତ ଶିଶୁର ବାପାଙ୍କୁ ପିଟିବା ଅଭିଯୋଗରେ ପୋଲିସ ନିଲମ୍ବିତ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ହସ୍ପିଟାଲରୁ ଚୋରି ହୋଇଥିବା ନବଜାତ ଶିଶୁଙ୍କ ବାପାଙ୍କୁ ମାଡମାରିବା ଘଟଣାରେ ବଲାଙ୍ଗିର ଏସପି କେ. ଶିବ ସୁବ୍ରମଣି ଗୁରୁବାର ଦିନ ପାଟଣାଗଡ ଏଏସଆଇ ଆନନ୍ଦି ମଟାରି ନିଲମ୍ବିତ ହୋଇଛନ୍ତି ।
ତେଲନପାଲ୍ଲି ଗ୍ରାମର ରୁଦ୍ରମଣି ତାଣ୍ଡିଙ୍କ ୪ ଦିନର…