ମୟୂରଭଞ୍ଜ ପାଉଁଶିଆରେ ଆରମ୍ଭ ହେଲା ପ୍ରସିଦ୍ଧ ଭୀମ ମେଳା
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପାଉଁଶିଆ ଗ୍ରାମରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଭୀମ ମେଳା । ଦୀର୍ଘ ୪୧ ବର୍ଷ ଧରି ଚାଲୁଥିବା ଏହି ପ୍ରସିଦ୍ଧ ମେଳା ଭୀମ ଏକାଦଶୀଠାରୁ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି ।
ବଡ଼ସାହି ପାଉଁଶିଆ ଗ୍ରାମରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚର ସୁନ୍ଦର…