Latest Odisha News

BREAKING NEWS

ମାର୍ଚ୍ଚ ୧ରୁ ଝାରସୁଗୁଡ଼ାରେ ‘ଆଲାଏନ୍ସ ଏୟାର’ ପକ୍ଷରୁ ବିମାନ ଚଳାଚଳ ସମ୍ଭାବନା

ଝାରସୁଗୁଡା : ଝାରସୁଗୁଡାରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ବିମାନ ଚଳାଚଳ କରିବା ନେଇ ସଙ୍କେତ ମିଳିଛି । ଆଲାଏନସ୍ ଏୟାର୍ ପକ୍ଷରୁ ଏକ ୪ଜଣିଆ ପ୍ରତିନିଧି ଦଳ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଓ…

ଓଡିଶାର ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ହାସଲ

ଭୁବନେଶ୍ୱର/ମୁମ୍ବାଇ : ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଏମଆଇସିଇ ଆଣ୍ଡ୍ ଲକଜୁରି ଟ୍ରାଭେଲ୍ କଂଗ୍ରେସ୍ ଉତ୍ସବରେ ଓଡ଼ିଶା ପର‌୍ୟ୍ୟଟନକୁ ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦେଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ…

ଭାରତ ଯଦି ପ୍ରଥମେ ଆକ୍ରମଣ କରେ ପାକିସ୍ତାନ ପ୍ରତି ଆକ୍ରମଣ କରିବ: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଦିନ କହିଛନ୍ତି, ଭାରତ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର କୌଣସି ପ୍ରମାଣ ନଦେଇ ପାକିସ୍ତାନକୁ ଦୋଷାରପ କରୁଛି, ଯଦି ଭାରତ ପ୍ରଥମେ ଆକ୍ରମଣ କରେ ତେବେ ପାକିସ୍ତାନ ପ୍ରତି ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବନାହିଁ । “…

କନ୍ଧମାଳ: ପୁଲଓ୍ୱାମା ଆକ୍ରମଣରେ ମୋଦି ସରକାରକୁ ଦାୟୀ କରି ମାଓବାଦୀଙ୍କ ପୋଷ୍ଟର

ଫୁଲବାଣୀ : ଫେବୃଆରୀ ୧୪ ତାରିଖରେ ପୁଲଓ୍ୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ମୋଦି ସରକାରଙ୍କୁ ଦାୟୀ କରି କନ୍ଧମାଳରେ ମାଓବାଦୀ (ସିପିଆଇ) ସଙ୍ଗଠନ ପୋଷ୍ଟର ଜାରି କରିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ନିକଟ ବୁଡ଼ାଗୁଡ଼ା ଠାରେ ମଙ୍ଗଳବାର ଦିନ…

ବେଙ୍ଗାଲୁରୁରେ ୨ଟି ‘ସୂର୍ଯ୍ୟ କିରଣ ଏୟାରକ୍ରାଫ୍ଟ’ ମୁହାଁମୁହିଁ ଧକ୍କା, ପାଇଲଟ୍ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ହେବାକୁ ଯାଉଥିବା ‘ଏରୋ ଇଣ୍ଡିଆ ୨୦୧୯’ ନିମନ୍ତେ ଅଭ୍ୟାସ କରୁଥିବା ବେଳେ ଭାରତୀୟ ବାୟୁସେନାର ୨ଟି ସୂର୍ଯ୍ୟକିରଣ ବିମାନ ମଙ୍ଗଳବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । https://twitter.com/DGP_FIRE/status/1097772144593797120 ପ୍ରାପ୍ତ…

ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ପୁଣି ବାଘ ଆତଙ୍କ, ଏବେ ସହରମୁହାଁ !

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିମାନବନ୍ଦର ନିକଟବର୍ତ୍ତୀ ପଳାଶପଲ୍ଲୀ ନିକଟବର୍ତ୍ତୀ ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡ଼େଉଁ ଘର ଆଡ଼କୁ ପଶୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ମଙ୍ଗଳବାର ଭୋର୍ ସମୟରେ ଏଟିଏସ ଟାୱାର ନିକଟରେ ଜଣେ ସୁରକ୍ଷାକର୍ମୀ କଲରାପତରିଆ ବାଘ ଠାବ କରିଥିବା…

ରାୟଗଡା: ପୋଖରୀରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି

ରାୟଗଡା : ରାୟଗଡା ଜିଲ୍ଲା ମାଟିକଣା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡି ୨ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଶିଶୁଦ୍ୱୟ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ବୋଲି ଜଣାପଡିଛି ।…

୫ମାସ ପରେ ସମ୍ବଲପୁରରେ ଖୋଲିଲା ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଯୋଗୁଁ ୫ମାସ ଧରି ବନ୍ଦ ରହିଥିବା ସରକାରୀ କାର୍ଯ୍ୟାଳୟ ମଙ୍ଗଳବାର ଦିନ ଖୋଲାଯାଇଛି । ସରକାରୀ କାର୍ଯ୍ୟାଳୟ ଗୁଡିକୁ ଖୋଲିବା ପାଇଁ ସୋମବାର ସନ୍ଧ୍ୟାରେ…

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ସୋମବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଗଣେଶ ମଲ୍ଲିକ ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ ଗଣେଷର ଡାହାଣ ଗୋଡରେ ଗୁଳି ବାଜିଥିବା ନେଇ ଜଣାପଡିଛି । ଗଣମାଧ୍ୟମକୁ ସୂଚନା…

କୋଲକାତା ପୋଲିସ କମିଶନର୍ ପଦବୀରୁ ଅପସାରିତ ହେଲେ ରାଜୀବ କୁମାର

କୋଲକାତା: ସାରଦା ଚିଟଫଣ୍ଡ ସ୍କାମରେ ସିବିଆଇ ଦ୍ୱାରା ଜେରା ହେବା ନେଇ ଚର୍ଚ୍ଚାରେ ଥିବା ରାଜୀବ କୁମାରଙ୍କୁ କୋଲକାତା ପୋଲିସ କମିଶନର ପଦବୀରୁ ଅପସାରଣ କରାଯାଇଛି । କୋଲକାତା ପୋଲିସ କମିଶନର୍ ଦାୟିତ୍ୱରେ ରହିଥିବା ରାଜୀବଙ୍କୁ ଅପସାରଣ କରାଯାଇ ପଶ୍ଚିମବଙ୍ଗ ସିଆଇଡ଼ି ସାଧାରଣ ନିର୍ଦ୍ଦେଶକ…