ପୁଲୱାମା ଆକ୍ରମଣ ଲାଗି ଓଡ଼ିଶା ଗସ୍ତ ବାତିଲ୍ କଲେ ଅମିତ ଶାହ
ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ଦିନ ଓଡ଼ିଶା ଗସ୍ତକୁ ବାତିଲ୍ କରିଦେଇଛନ୍ତି । ଶୁକ୍ରବାର ଦିନ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ ।…