ନିଜସ୍ୱ ଶୈଳୀରେ ‘ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟର’ ଡିଜାଇନ୍ କଲେ ଓଡିଆ ଯୁବକ
କଟକ : କଥାରେ ଅଛି ‘ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ’ ସେହି ଉକ୍ତିକୁ ସଫଳ କରି ଦେଖାଇଛନ୍ତି ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ କାର୍ଯ୍ୟରତ ସନ୍ତୋଷ କୁମାର ଦଳାଇ ।
ସନ୍ତୋଷ ପରିବେଶ ଉପଯୋଗୀ ଏକ ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟରର ନିର୍ମାଣ କରିଛନ୍ତି । ଯାହା ଖୁବ୍…