ଆତଙ୍କବାଦୀଙ୍କୁ ନିପାତ କରି ସହୀଦ ହେଲେ ଓଡ଼ିଆ ଯବାନ, ଆଜି ଗାଁ’କୁ ଆସୁଛି ପାର୍ଥୀବ ଶରୀର
ଖୋର୍ଦ୍ଧା: ଜମ୍ମୁ ଓ କାଶ୍ମୀରର ବାରାମୂଳା ସେକ୍ଟରଠାରେ ନିୟୋଜିତ ହୋଇଥିବା ବେଗୁନିଆ ଥାନା ଅନ୍ତର୍ଗତ ଅସ୍ତରଙ୍ଗ ଗ୍ରାମର ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଆତଙ୍କବାଦୀଙ୍କ ସହିତ ଏକ ଏନକାଉଣ୍ଟରେ ସହୀଦ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ, ଭାରତ-ପାକିସ୍ତାନ ସୀମାନ୍ତରେ ଥିବା ବାରାମୂଳା…