ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ ସହ ଭାରତର ବିଶାଳ ସ୍କୋର: ୩୨୪/୪
ମାଉଣ୍ଟ ମେଂଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ ବିନିମୟରେ ବିଶାଳ ୩୨୪ ରନ ସ୍କୋର କରିଛି ।
ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ସୁଯୋଗ ନେଇ ଦୁଇ…