Latest Odisha News

ବେଗୁନିଆ ଥାନାରେ ଭଙ୍ଗାରୁଜା ଘଟଣା: ୧୬ ଗିରଫ, ବିଧାୟକଙ୍କୁ ନୋଟିସ୍ ଜାରି

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାମାନେ ଭଙ୍ଗାରୁଜା କରିବା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଏସ୍ପି ଦିପ୍ତି ରଞ୍ଜନ ରାୟ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ମାମଲାରେ ପୋଲିସ ଏଯାବତ୍ ୧୬ ଜଣକୁ ଗିରଫ…

ଘନ କୁହୁଡି ବଳୟରେ ଉପକୂଳବର୍ତ୍ତୀ ଓଡିଶା, ବର୍ଷା ଆଶଙ୍କା

ଭୁବନେଶ୍ୱର : ଉପକୂଳବର୍ତ୍ତୀ ଓଡିଶାରେ ସକାଳ ସମୟରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହିଥିବା ବେଳେ ଗୁରୁବାର ଦିନ ଏହି କୁହୁଡି ସ୍ତରରେ ହ୍ରାସ ଘଟିଛି । ଏହାବ୍ୟତୀତ ରାଜ୍ୟର ଦକ୍ଷିଣ ମଧ୍ୟବର୍ତ୍ତୀ ତଥା ପଶ୍ଚିମ ଜିଲ୍ଲାଗୁଡିକରେ ଆଗାମୀ ୨ଦିନ ମଧ୍ୟରେ ବର୍ଷା ସହ ବିଜୁଳି ଓ ଘଡିଘଡିର ଆଶଙ୍କା…

ସତ ହେଲା ସ୍ୱପ୍ନା ପତିଙ୍କ ସ୍ୱପ୍ନ !

ଭୁବନେଶ୍ୱର: ପାଞ୍ଚଟି ହିନ୍ଦୀ ସିନେମାରେ ନିଖୁଣ ଅଭିନୟ କରି ସାରା ବଲିଉଡର ଦୃଷ୍ଟି ଆକର୍ଷଣ କରିପାରିଥିବା ଓଡ଼ିଆ ଅଭିନେତ୍ରୀ ସ୍ୱପ୍ନା ପତିଙ୍କର ଏବେ ଅନେକ ଦିନର ସ୍ୱପ୍ନ ସାକାର ହୋଇଛି । ବଲିଉଡରେ ଜଣେ ସଫଳ ଅଭିନେତ୍ରୀ ଭାବେ ସ୍ୱପ୍ନା ନିଜକୁ ପ୍ରତିଷ୍ଠିତ କରିଥିଲେ ମଧ୍ୟ ଅତି ପିଲାବେଳୁ ଜଣେ…

ବୌଦ୍ଧ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବରିଷ୍ଠ କୃଷି ଅଧିକାରୀଙ୍କ ମୃତ୍ୟୁ ଘଟିବା ସହ ଜଣେ ପିଅନ୍ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ମନୋରଞ୍ଜନ ମଲ୍ଲିକ୍ ଏବଂ ସେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ…

କେନ୍ଦ୍ରାପଡ଼ା ସହରରେ ସାମ୍ପ୍ରଦାୟିକ ଉତ୍ତେଜନା: ଗୁରୁବାର ଦିନ ସମସ୍ତ ସ୍କୁଲ ବନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ବୁଧବାର ଦିନ ସାମ୍ପ୍ରଦାୟିକ ଉତ୍ତେଜନା ଉପୁଜିଥିବା ତଥା ଗୁରୁବାର ଏନେଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ସହିତ ସ୍କୁଲ ଓ କଲେଜ ବନ୍ଦ…

ଓଡ଼ିଶାରେ ୪ଟି ଟ୍ରେନର ରୁଟ୍ ସମ୍ପ୍ରସାରିତ ହେଲା

ଭୁବନେଶ୍ୱର: ଭାରତୀୟ ରେଲୱେ ବୁଧବାର ଦିନ ଦେଶର ଚଳାଚଳ କରୁଥିବା ୨୨ଟି ଟ୍ରେନର ରୁଟ୍ ସମ୍ପ୍ରସାରିତ କରିଛନ୍ତି, ସେଥିମଧ୍ୟରୁ ଓଡ଼ିଶାର ୪ଟି ଟ୍ରେନ ରହିଛି । ପ୍ରକାଶିତ ହୋଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ଅନୁଯାୟୀ: ରାଉରକେଲା କୋରାପୁଟ ଏକ୍ସପ୍ରେସର ରୁଟ୍ ଜଗଦ୍ଦଲପୁର ପର୍ଯ୍ୟନ୍ତ…

ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ ଚାଲୁ: ରେଳମନ୍ତ୍ରୀଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର: ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ ଚଳାଚଳ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଛନ୍ତି,…

ବେଗୁନିଆ ଥାନାରେ ସ୍ଥାନୀୟ ବାସିନ୍ଦାଙ୍କ ଭଙ୍ଗାରୁଜା, ବିଧାୟକଙ୍କ ଗିରଫ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ପୋଲିସ ଷ୍ଟେସନରେ ଉତ୍ତେଜନା ଦେଖାଦେବା ସହିତ ସ୍ଥାନୀୟ ବାସିନ୍ଦା ଭଙ୍ଗାରୁଜା କରି ଲଙ୍କାକାଣ୍ଡ କରିଛନ୍ତି । ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ବେଗୁନିଆ ବ୍ଲକ ଅଫିସ…

ଏପ୍ରିଲ ୨୮ରେ ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର : ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ଦ୍ୱାରା ପ୍ରସ୍ତୁତ ସମସ୍ତ ସ୍ନାତକ (ୟୁଜି) ପାଠ୍ୟକ୍ରମରେ ଆଡମିସନ୍ କରିବା ପାଇଁ ପ୍ରବେଶ (ଏଣ୍ଟ୍ରାନ୍ସ) ପରୀକ୍ଷା ଏପ୍ରିଲ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ ବର୍ଷ ପାଠ୍ୟକ୍ରମ ପାଇଁ ଯୁକ୍ତ ୨…

ସୋନପୁର: ନିଆଁରେ ପୋଡି ଯୁବକ ଜୀବନ୍ତ ଦଗ୍ଧ

ସୋନପୁର : ସୋନପୁର ଜିଲ୍ଲା ବିରମହାରାଜପୁର ପୋଲିସ ଅନ୍ତର୍ଗତ ଘିଚପାଲ୍ଲୀ ଗ୍ରାମର ଏକ ଘରେ ନିଆଁ ଲାଗିବାରୁ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ଯୁବକଙ୍କ ନାମ ରଞ୍ଜନ ବିଭୋର (୩୮) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଯୁବକ ଜଣଙ୍କ ନିଜ ଘରେ ଶୋଇଥିବା ବେଳେ…