‘ହାପି ବାର୍ଥଡେ’ ଭାଇଜାନ ସଲମାନ, ୫୩ ବର୍ଷରେ ପଦାର୍ପଣ କଲେ
ମୁମ୍ବାଇ : ବଲିଉଡର ଭାଇଜାନ ସଲମାନ୍ ଆଜି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ ।
ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ…