Latest Odisha News

BREAKING NEWS

କୁମ୍ଭୀର ଓ ପକ୍ଷୀ ଗଣନା ନେଇ ଜାନୁଆରି ୬ରୁ ଭିତରକନିକା ବନ୍ଦ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର‌୍ୟ୍ୟଟକମାନଙ୍କ ପାଇଁ ଆସନ୍ତା ଜାନୁଆରି ୬ରୁ ୧୪ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରହିବ। ଏହି ଦିନଗୁଡ଼ିକରେ ବିଦେଶାଗତ ପକ୍ଷୀ ଏବ˚ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ମିଳିଥିବା…

କେରଳର ରହସ୍ୟମୟ ମନ୍ଦିର: ଯେଉଁଠି ଦୁର୍ଯ୍ୟୋଧନଙ୍କ ନାମରେ ରହିଛି ଜମି, ସରକାର ନିୟନ୍ତି ଟ୍ୟାକ୍ସ !

ଭୁବନେଶ୍ୱର: ପୁରାଣରେ ବର୍ଣ୍ଣିତ ସମସ୍ତ ଦେବତାଙ୍କୁ ମନ୍ଦିରରେ ପୂଜା କରାଯାଏ ନାହିଁ । ପୁରାଣ ଶାସ୍ତ୍ରାନୁଯାୟୀ ଗଣେଶ, ସରସ୍ୱତୀ, ଦୁର୍ଗା, କାଳୀ, ମହାଦେବ, ଶ୍ରୀବିଷ୍ଣୁ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥ, କାର୍ତ୍ତିକ, ଶ୍ରୀହନୁମାନଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଉଥିଲେ ମଧ୍ୟ ବ୍ରହ୍ମା…

ଓଡ଼ିଶାର କୃଷକ ‘କାଳିଆ’ ଯୋଜନାରୁ ୫ଟି ବଡ଼ ସହାୟତା ପାଇପାରିବେ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ତଥା ଦାରିଦ୍ର‌୍ୟତା ହ୍ରାସ ଲାଗି ଓଡ଼ିଶା ସରକାରଙ୍କ ରାଜ୍ୟ କ୍ୟାବିନେଟ ଶୁକ୍ରବାର କାଳିଆ (କୃଷକ ଆସିଷ୍ଟାନସ ଫର ଲାଇଭଲିହୁଡ଼ ଆଣ୍ଡ ଇନକମ ଆଗୁମେଣ୍ଟେସନ) ଯୋଜନାକୁ ମଞ୍ଜୁର କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ପରେ…

କୃଷି ଋଣ ଛାଡ଼ ଓଡ଼ିଶାକୁ ଦେବାଳିଆ କରିଦେବ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି, କୃଷି ଋଣ ଛାଡ଼ ଓଡ଼ିଶା ସରକାରକୁ ଦେବାଳିଆ କରିଦେବ । “ରାଜ୍ୟରେ ୩୨ ଲକ୍ଷ କୃଷକ ପରିବାର ରହିଛନ୍ତି, ସେଥିମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଇଥାଆନ୍ତି । ଏଥିରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାଆନ୍ତି…

ମୁଖ୍ୟମନ୍ତ୍ରୀ ‘ଶହୀଦ କରୁଣାକର ସିଂହ ନାଏକ’ଙ୍କ ସ୍ମୃତି ରକ୍ଷା ନିମନ୍ତେ ଘୋଷଣା କଲେ ୫୦ ଲକ୍ଷ ଟଙ୍କା

ଝାରସୁଗୁଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡ଼ା ଗସ୍ତ କରି ରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଗସ୍ତ ଅବସରରେ ଗଣ୍ଡୱାନା ଗଣ୍ଡ୍ ସମାଜ ଦ୍ୱାରା ଆୟୋଜିତ ‘ଗଣ୍ଡ ମହା ସଭା’ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କୋଲାବିରା ଗଡର ସୁରକ୍ଷା ନିମନ୍ତେ…

ଟିଟିଲାଗଡ: ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ

ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହର ନିକଟସ୍ଥ ବିଜେପୁରର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଆଜି କେହି ଦୁବୃର୍ତ୍ତ ଗୁଳି ମାଡ଼ କରିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ କିଛି ଦୁବୃର୍ତ୍ତ ବ୍ୟାଙ୍କ ଭିତରେ ପଶି  ଉକ୍ତ ବ୍ୟାଙ୍କ ମ୍ୟାନେଜର କୈଳାଶ ଚନ୍ଦ…

ରିଲିଜ୍ ହେଲା ଶାହରୁଖ-କ୍ୟାଟ୍ରିନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜିରୋ’…

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ସିନେମା ‘ଜିରୋ’ ଶୁକ୍ରବାର ଦିନ ରିଲିଜ୍ ହୋଇଛି ।  ରିଲିଜର ପ୍ରଥମ ଦିନରେ ଭଲ ବ୍ୟବସାୟ କରିପାରିଛି ‘ଜିରୋ’ । ଏହି ‘ଜିରୋ’ ଫିଲ୍ମର ରିଲିଜ୍ ଦିନଟିକୁ ଶାହରୁଖଙ୍କ ଅଗଣିତ ଫ୍ୟାନ ଅପେକ୍ଷା କରି ରହିଥିଲେ । ଏହି…

ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ବିଳମ୍ବ ଲାଗି ରାଜ୍ୟ ସରକାର ଦାୟୀ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପୂର୍ବରୁ ଢେଙ୍କାନାଳ ଓ…

କନ୍ଧମାଳରେ ପାରଦ ୭ ଡ଼ିଗ୍ରୀକୁ ଖସିଲା, ସମଗ୍ର ଓଡ଼ିଶାରେ ଶୀତ ଲହରୀ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଶୀତର ଲହରୀ ପ୍ରଭାବ ବିସ୍ତାର କରିଥିବା ବେଳେ ଦକ୍ଷିଣ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଦିନ ପାରଦ ୭ ଡ଼ିଗ୍ରୀ ପହଞ୍ଚିଛି । ତେବେ ଦାରିଙ୍ଗିବାଡ଼ିରେ ପାରଦ ୫ ଡ଼ିଗ୍ରୀକୁ ଖସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।…

ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଜାଳିଦେଲେ ଜେସିବି ମେସିନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ତଥା ଛତିଶଗଡ଼ ସୀମାନ୍ତରେ ଥିବା ପାତ୍ରପୁଟ ଗ୍ରାମରେ ସଶସ୍ତ୍ର ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଏକ ଜେସିବି ମେସିନକୁ ନିଆଁରେ ପୋଡ଼ି ଜାଳିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ପ୍ରାୟ ୨୦ରୁ ୨୫ ଜଣ ମାଓବାଦୀ…