ହକି ମହାକୁମ୍ଭ: ନବୀନଙ୍କୁ ଭୁରିଭୁରି ପ୍ରଶଂସା କଲେ ଶାହରୁଖ୍ ଓ ମାଧୁରୀ
ଭୁବନେଶ୍ୱର : ଓଡିଶା ହକି ବିଶ୍ୱକପ୍-୨୦୧୮ର ଉଦଘାଟନୀ ମହାମହୋତ୍ସବର ସଫଳତା ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ଅଜସ୍ର ପ୍ରଶଂସା କରିଛନ୍ତି ।
ଭୁବନେଶ୍ୱ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ହକି ବିଶ୍ୱକପ୍ ଉଦଘାଟିତ…