ଟି-୨୦ ମ୍ୟାଚ୍: ଦମଦାର୍ ପ୍ରଦର୍ଶନ ଲକ୍ଷ୍ୟରେ ବିରାଟ ବାହିନୀ
ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ଖେଳାଯିବ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାରିଯାଇଥିବା ଭାରତୀୟ ଦଳ ହାତରୁ ମେଲବୋର୍ଣ୍ଣ ମ୍ୟାଚରେ ବର୍ଷା ବିଜୟ ସୁଯୋଗ ଛଡାଇ ନେଇଥିଲା ।…