ହରିଣ ଶିଙ୍ଗ ଓ ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ
କଟକ/ଦେଓଗଡ : କଟକ ଓ ଦେଓଗଡ ଜିଲ୍ଲାର ୨ ହାତୀ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ଫରେଷ୍ଟ ଡିଭିଜନର ଅଧିକାରୀ ଗୁରୁବାର ଦିନ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ହରିଣ ଶିଙ୍ଗ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛନ୍ତି ।…