Latest Odisha News

BREAKING NEWS

‘ଧଉଳି ଏକ୍ସପ୍ରେସ’ର ଗୋଟିଏ ବଗି ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର : ହାୱଡା-ପୁରୀ ଧଉଳି ଏକ୍ସପ୍ରେସ ମଙ୍ଗଳବାର ସକାଳେ ଖଡଗପୁର ନିକଟସ୍ଥ ଭୋଗପୁର - ପାଂସକୁରା ମଧ୍ୟରେ ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ ଭୋଗପୁର - ପାଂସକୁରା ମଧ୍ୟରେ ଆସୁଥିବାବେଳେ ଏହି ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ବାହାରି ଯାଇଥିଲା। ଅନ୍ୟପକ୍ଷରେ ଏହି ବଗିରେ…

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ର ଗାୟକ ଚିତ୍ତ ଜେନାଙ୍କ ଦେହାନ୍ତ

କଟକ : ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ଆଜି ସକାଳେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ସେବେଠୁ…

‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତଙ୍କ ରିଲ୍ ରୋମାନ୍ସ

ଭୁବନେଶ୍ୱର: ରିୟା-ସମ୍ବିତଙ୍କ ରିୟଲ୍ ନୁହେଁ ରିଲ୍ ରୋମାନ୍ସକୁ ନେଇ ଏବେ ଓଲିଉଡ଼ରେ ବେଶ୍ ଚର୍ଚ୍ଚା । ଓଲିଉଡ଼ର କୁଲ୍ ବୟ ସମ୍ବିତଙ୍କ ସହିତ ଚୁଲବୁଲି ନାୟିକା ରିୟା ଦେ ‘ପ୍ରେମ ପାଇଁ ମହାଭାରତ’ରେ ଅଭିନୟ କରିଛନ୍ତି । ଫିଲ୍ମଟିରେ ଅଭିନୟ କରିଥିବା ଏହି ଦୁଇ ଷ୍ଟାରଙ୍କ ରୋମାଣ୍ଟିକ୍ ଅଭିନୟକୁ…

ପୋଲିସ-ଓକିଲ ବିବାଦ: ଆଜି ହାଇକୋର୍ଟରେ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟ ଆଇନଜୀବୀ-ପୋଲିସ ମାମଲାର ଶୁଣାଣି ଆଜି ଅନୁଷ୍ଠିତ ହେଉଛି । ସୋମବାରଦିନ ହାଇକୋର୍ଟ ପୋଲିସ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ’କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୨୮ ତାରିଖରେ ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ଓକିଲଙ୍କ ପକ୍ଷରୁ…

କନ୍ଧମାଳରେ ମାଓବାଦୀ ପୋଷ୍ଟର, ଆନ୍ଦୋଳନରତ କୃଷକଙ୍କ ଦାବିକୁ ସମର୍ଥନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅନ୍ତର୍ଗତ ଆଦିବାସୀ ବହୁଳ କୁକୁରୁମା ଏବଂ ଖଦିର ଗ୍ରାମରେ ପୋଲିସ ଦ୍ୱାରା ମାଓବାଦୀ ପୋଷ୍ଟର ଜବତ ହୋଇଛି । ଜବତ ହୋଇଥିବା ଏହି ପୋଷ୍ଟରଟି ସିପିଆଇ (ମାଓବାଦୀ)ରାଜ୍ୟ କମିଟି ପକ୍ଷରୁ ଲଗା ହୋଇଥିବା ଉଲ୍ଲେଖ ରହିଛି ଏବଂ ଏହି ପୋଷ୍ଟରରେ ଚାଷୀଙ୍କ…

ଖୋର୍ଦ୍ଧା: ଏଟିଏମ୍ ତାଡି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ତାଡ଼ି ନେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା…

ପାଲାର ‘ପାଠାଗାର’ – ଗାୟକ ମାର୍କଣ୍ଡେୟ ବାହିନୀପତି

ଭୁବନେଶ୍ୱର: ୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତକ୍ରାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର…

ଆଜି ମାଲକାନଗିରି ଗସ୍ତରେ ଓଡିଶା ରାଜ୍ୟପାଳ

ଭୁବନେଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ଦିନ ମାଲକାନଗିରି ଗସ୍ତ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଗସ୍ତ କରି ରାଜ୍ୟପାଳ ପ୍ରଥମେ ବିଏସଏଫ୍ ଶିବିରରେ ପହଞ୍ଚି ସେଠାରେ ଆୟୋଜିତ ଏକ ବୈଠକରେ ଯୋଗଦେବେ । ବାଲିମେଳା ବ୍ଲକର କୋରୁକୁଣ୍ଡା ଅନ୍ତର୍ଗତ ଏକ…

ଛତିଶଗଡ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ୧ମ ପର୍ଯ୍ୟାୟ ମତଦାନ, ମାଓପ୍ରବଣ ଦାନ୍ତେୱାଡାରେ ବିସ୍ଫୋରଣ

ନୂଆଦିଲ୍ଲୀ : ଛତିଶଗଡ଼ରେ ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନକ୍ସଲ ପ୍ରଭାବିତ ୧୮ଟି ଆସନ ରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଦନ୍ତେୱାଡାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି…

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ଆଜି ୨ୟ ଦିନରେ ଗୁରୁତ୍ୱପୂର୍ଣ୍ଣ ‘ବିଜିନେସ ଲିଡ଼ରସିପ୍ ସମ୍ମିଳନୀ’

ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ କରିବା ତଥା ବିଦେଶର ଶିଳ୍ପପତିମାନଙ୍କୁ ପୁଞ୍ଜିନିବେଶ କରି ରାଜ୍ୟକୁ ସମୃଦ୍ଧିଶାଳୀ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ଅନୁଷ୍ଠିତ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ଆଜି ହେଉଛି ୨ୟ ଦିନ । ଏହି ଶିଳ୍ପମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ…