ସିରିଜ ହାତେଇବା ଲକ୍ଷ୍ୟରେ ଆଜି ଭାରତ-ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା
ମୁମ୍ବାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ବାବର୍ଣ୍ଣ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।
୧-୧ରେ ଚାଲୁଥିବା ଭାରତୀୟ ଦଳ ଏହି ସିରିଜରେ ନିଜ ଦବଦବା ବଜାୟ ରଖିବା ଲକ୍ଷ୍ୟନେଇ ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା…