ଅକ୍ଟୋବର ୨୭ରୁ ବିଜେପିର ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ଘେରାଉ
ଭୁବନେଶ୍ୱର : ଶାସକ ଦଳର ୧୯ ବର୍ଷର ଶାସନରେ ହୋଇଥିବା ଦୁର୍ନୀତି ଦର୍ଶାଇ ଆସନ୍ତା ୨୭ରେ ରାଜ୍ୟ ବ୍ୟାପୀ ସମସ୍ତ ବ୍ଲକକୁ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।
ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଚିଟ୍ ଫଣ୍ଡ…