ଗଜପତି ପାହାଡ଼ ଧସି ମୃତ୍ୟୁ ଘଟଣା ତିତିଲି ବାତ୍ୟା ଯୋଗୁଁ ନୁହେଁ – ମନ୍ତ୍ରୀ ସୂର୍ଯ୍ୟ ପାତ୍ର
ଭୁବନେଶ୍ୱର: ତିତିଲି ବାତ୍ୟାରେ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାହାଡ଼ ଧସିବାରେ ଗଣମାଧ୍ୟମରେ ପ୍ରକାଶିତ ମୃତ୍ୟୁ ଘଟଣାକୁ ପୂର୍ବରୁ ଅସ୍ୱୀକାର କରିଥିଲେ ବରିଷ୍ଠ ନେତା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ସେ ମଙ୍ଗଳବାର ଦିନ ଏସମ୍ପର୍କରେ ପୁଣି ମୁହଁ…