ତିତଲି ପ୍ରଭାବ: ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି
ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।
ସୂଚନା ଅନୁଯାୟୀ ଗତ କାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କିଛି କିଛି ସ୍ଥାନରେ ରାସ୍ତାଘାଟରେ ପାଣି ଚାଲିବା ସହ ଲୋକମାନଙ୍କ…