Latest Odisha News

BREAKING NEWS

ଉଜ୍ଜ୍ୱଳା ମହାଦୁର୍ନୀତିରୁ ନଜର ହଟାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ: ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତିରୁ ନଜର ଏଡାଇବା ପାଇଁ ଆଜି ଏକ ବିଫଳ ପ୍ରୟାସ କରିଛନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି । ବିଜେଡ଼ି ମୁଖପାତ୍ର ଡ଼ ସସ୍ମିତ ପାତ୍ର ମଧ୍ୟ କହିଛନ୍ତି, ଭିଡିଓ କନଫରେନ୍ସି…

ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ସ୍ମୃତି ଇରାନୀ କହିଛନ୍ତି, ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି କି ୬୦ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ମହିଳାଙ୍କ ବିକାଶର ସ୍ଥିତି…

କୋରାପୁଟରେ ପୋଲିସ-ମାଓବାଦୀ ଗୁଳି ବିନିମୟ

କୋରାପୁଟ: କୋରାପୁଟ ଜିଲ୍ଲାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକର ଘଞ୍ଚ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବାର ସୂଚନା ମିଳିଛି । ଗଣମାଧ୍ୟମକୁ ସୂଚନା ଦେଇ କୋରାପୁଟ ଏସପି କେ ଭି ସିଂହ…

ନବରଙ୍ଗପୁର : ମୋରମ ଖାତରେ ବୁଡି ୨ମୃତ ଓ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କଶାଗୁଡା ବ୍ଲକ ଅନ୍ତର୍ଗତ ଚିରମା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ଚିରମା ଗ୍ରାମ ନିକଟସ୍ଥ ଏକ ମୋରମ ଖାତରେ ୩ଜଣ ବାଳକ ବୁଡି ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏଥିସହିତ…

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ୨ମୃତ ଓ ୧୦ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲାର ଚରମ୍ପାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏକ ତୀର୍ଥଯାତ୍ରୀ ବସ ଉତ୍ତରପ୍ରଦେଶରୁ ପୁରୀକୁ ଯାଉଥିବାବେଳେ ଭଦ୍ରକର ଚରମ୍ପା ଠାରେ ଏକ ବାଉଁଶ ବୋଝେଇ ଟ୍ରକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ଏହି ଅଘଟଣରେ…

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍: ପୋଲିସ ଗୁଳିରେ କୁଖ୍ୟାତ ଅପରାଧି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡ଼େରାବିଶ ଥାନା ଅନ୍ତର୍ଗତ ଦେଶପୁର ନିକଟରେ ଆଜି ରବିବାର ସକାଳେ ପୋଲସ ସହିତ କୁଖ୍ୟାତ ଅପରାଧିଙ୍କ ଏନକାଉଣ୍ଟର୍ ହୋଇଛି । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି । କୁଖ୍ୟାତ ଅପରାଧି ଜଣକ ୩୬ ବର୍ଷ ବୟସ୍କ…

ଆରମ୍ଭ ହେଲା ଦାନ ଉତ୍ସବ, ‘ଆଇନା’ ପକ୍ଷରୁ ସେଓ ଉପହାର ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂସ୍ଥା ‘ଆଇନା’ ତରଫରୁ ଦାନ ଉତ୍ସବ ଉପଲେକ୍ଷ ‘ସେଓଟିଏ ଉପହାର’ ଅଭିଯାନର ଶୁଭାରମ୍ଭ ଶୈଲଶ୍ରୀବିହାର ଛକ ସ୍ଥିତ ଉଦ୍ୟାନ ଫ୍ରେସରେ ଆରମ୍ଭ ହୋଇ ଯାଇଅଛି । ଏହି ଦାନ ଗ୍ରହଣ ଅକ୍ଟୋବର ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଅଭିଯାନର ଉଦ୍ଦେଶ୍ୟ ଛୋଟିଆ…

ମାତ୍ର ଅଢେଇ ଦିନରେ ଖେଳ ଶେଷ, ଭାରତର ଦମଦାର୍ ବିଜୟ

ରାଜକୋଟ: ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ରାଜକୋଟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୨୭୨ ରନରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରିପାରିଛି । ଏହି ଦୁଇ ଟିକିଆ ମ୍ୟାଚର ଟେଷ୍ଟ ସିରଜର ୧ମ ମ୍ୟାଚ ଜିତି ଭାରତ ୧-୦ରେ ଆଗୁଆ ରହିଛି । କପ୍ତାନ ବିରାଟ କୋହଲୀଙ୍କ ଭାରତୀୟ ଦଳ ୧ମ…

ଓଡ଼ିଶା ଉପକୂଳରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ତଥା ଆଣବିକ କ୍ଷମତା ସମ୍ପନ୍ନ ପୃଥ୍ୱୀ-୨ କ୍ଷେପଣାସ୍ତ୍ର ଓଡ଼ିଶା ଉପକୂଳ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର ୩ ନଂ ଲଞ୍ଚପ୍ୟାଡ଼ରୁ ସଫଳ ଉତକ୍ଷେପଣ ହୋଇଛି । ୩୫୦ କିମି ଦୂରତାକୁ ଭେଦ କରିପାରୁଥିବା ଏହି ଆଣବିକ କ୍ଷମତା ସମ୍ପନ୍ନ…

ବିଜେପି ଆସନ୍ତା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ: ଅରୁଣ ସିଂହ

ଭୁବନେଶ୍ୱର: ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବ ବୋଲି ଶନିବାର ଦିନ ବରିଷ୍ଠ ବିଜେପି ନେତା ତଥା ବିଜେପିର ଓଡ଼ିଶା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଗଣମାଧ୍ୟମକୁ କହିଛନ୍ତି । ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ…