ଆଜିଠୁଁ ଓଡ଼ିଶାର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପୂର୍ବରୁ ଘୋଷିତ ହୋଇଥିବା ରାଜ୍ୟରେ ୬ଟି ସହରରେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର ଉପରେ କଟକଣା ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀ୍ଙ୍କ ପବିତ୍ର ୧୫୦ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ ଏହି ଦୃଢ ପଦକ୍ଷେପ ନେଇଛନ୍ତି ।…