‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ପକ୍ଷରୁ ପ୍ରେସମିଟ୍ : ଅକ୍ଟୋବର ୨ରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ଦାନ ଉତ୍ସବ
ଭୁବନେଶ୍ୱର : ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ବା ଦାନ ଉତ୍ସବ ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସମିଟ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରେସମିଟରେ ଅନୁଷ୍ଠାନର ବିଭିନ୍ନ ବରିଷ୍ଠ କର୍ମର୍ତ୍ତା ଦାନ ଉତ୍ସବ ବା ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ର ଆଭିମୁଖ୍ୟ, ଉଦ୍ଦେଶ୍ୟ…