ଦୁଷ୍କର୍ମରୁ ବର୍ତ୍ତିଲେ ଯୁବତୀ: ଚଳନ୍ତା ବସ ମଧ୍ୟରେ ଯୁବତୀଙ୍କୁ ଅସଦାଚରଣ କରି କଣ୍ଡକ୍ଟର ଗିରଫ
କେନ୍ଦୁଝର : ଭୁବନେଶ୍ୱରରେ ଟିକଟ କାଟି ବସ ଭିତରେ ବସିବା କ୍ଷଣି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଜଣେ ବସ କଣ୍ଟକ୍ଟର । ତେବେ ଚଳନ୍ତା ବସ ମଧ୍ୟରେ ଯୁବତୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ବସ କଣ୍ଡକ୍ଟର ଜଣକ ।
ସୋମବାର ଅପରାହ୍ନ ସମୟରେ ଏହି ଘଟଣାଟି ଘଟିଛି ଭୁବନେଶ୍ୱର…