‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’
ବେଲପାହାଡ: ‘ମୋଦୀଙ୍କ ଗ୍ୟାରେଣ୍ଟି ଫେଲ୍ ହୁଏନି, ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ଯେଉଁ ଗ୍ୟାରେଣ୍ଟି ଦିଅନ୍ତି ତାହା କେବେ ଫେଲ୍ ହୁଏ ନାହିଁ ।’
ଓଡିଶାବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ଆଜି ଝାରୁସୁଗୁଡା…