ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…
ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ କିମ୍ବା ମଧ୍ୟାନ୍ନ ଭୋଜନ ଅବା ରାତ୍ରୀ ଭୋଜନ ସବୁ କିଛି ସହଜରେ…