Latest Odisha News

BREAKING NEWS

ଛୁଟିରେ ଯିବା ପଡିଲା ମହଙ୍ଗା: ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍

ନୂଆଦିଲ୍ଲୀ:  ଛୁଟିରେ ଯିବା ପଡିଲା ମହଙ୍ଗା । ଆକ୍ସନ ମୁଡକୁ ଆସିଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଅସୁସ୍ଥତା ଦର୍ଶାଇ  ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଏଥିସହ ଏହି ବିବାଦର ସମାଧାନ ପାଇଁ ତୁରନ୍ତ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଅନ୍ୟ…

ବିବାହିତ ମୁସଲିମ ବ୍ୟକ୍ତି’ଲିଭ୍-ଇନ୍ ରିଲେଶନ’ରେ ରହିବାକୁ ଦାବି କରିପାରିବେ ନାହିଁ: କୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ, କୌଣସି ମୁସଲମାନ ବ୍ୟକ୍ତିଙ୍କର ପତ୍ନୀ ଥିବା ସତ୍ତ୍ଵେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ 'ଲିଭ୍-ଇନ୍' ସମ୍ପର୍କରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଇସଲାମ ଏଭଳି ସମ୍ପର୍କକୁ…

ଚମ୍ପଟ ରୋଗୀର ମୃତଦେହ ଉଦ୍ଧାର

ସୁନ୍ଦରଗଡ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତଦେହ ଡ୍ରେନ ପାର୍ଶ୍ୱରୁ ଉଦ୍ଧାର କରାଯାଇଛି । ଡିଡିଏମ୍ ଅଫିସ ନିକଟ ଡ୍ରେନ୍ ପାର୍ଶ୍ୱରୁ ରୋଗୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ,ମୃତ ରୋଗୀ ୩ ଦିନ ଧରି କୋଇଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କାଲି ଚିକିତ୍ସାଧୀନ ଅବସ୍ଥାରେ…

ନିର୍ବାଚନୀ ପ୍ରଚାର ପାଇଁ ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ଗସ୍ତ କରି ଗୋପାଳପୁର ଓ ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ…

ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ

ଝାରସୁଗୁଡା:ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ । ଝାରସୁଗୁଡା ଲଖନପୁର ବଣିପାହାଡ଼ ନିକଟ ଖେଳ ପଡ଼ିଆରୁ ବାପା, ମାଆ ଓ ଝିଅର ମୃତଦେହ ଠାବ ହୋଇଛି । ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ସୂଚନା ରହିଛି । ବ୍ୟକ୍ତି ଜଣଙ୍କ ସ୍ତ୍ରୀ ଓ ଝିଅକୁ ହତ୍ୟା କରି…

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ପ୍ରଥମେ  ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ । ଏହାପରେ କୃଷ୍ଣପ୍ରସାଦ ଓ ପିପିଲିରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପ୍ଲେଅଫ୍ ଦୌଡ଼ରୁ ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବାଦ୍ ପଡ଼ିଥିବା ବେଳେ ଚଳିତ ସିଜିନରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଥିବା ପ୍ରଥମ ଦଳ ହୋଇଛି ଏମଆଇ। ସମସ୍ତ ଉଦ୍ୟମ ସତ୍ତ୍ୱେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନଥିବାରୁ କ୍ରମାଗତ ପରାଜୟ ଫଳରେ…

ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ

ହାଇଦ୍ରାବାଦ:ଚଳିତ ଆଇପିଏଲରେ ପୂନର୍ବାରେ ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଥମେ ବ୍ୟାଟିଂ କରି ୧୬୫ ରନ କରିଥିଲା । ହେଡ ଓ ଅଭିଷେକ ୯.୪ ଓଭରରେ ୧୬୬ ରନ ସଂଗ୍ରହ କରି…

ଅମ୍ବାନୀ-ଆଦାନୀ ପ୍ରସଙ୍ଗ: ମୋଦୀଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ

ହାଇଦ୍ରାବାଦ: ଅମ୍ବାନୀ-ଆଦାନିଙ୍କ ସହ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଭିଡିଓ ବାର୍ତ୍ତାରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ନମସ୍କାର ମୋଦିଜୀ, ଆପଣ ଭୟଭୀତ କି? ସାଧାରଣତଃ ଆପଣ ବନ୍ଦ କବାଟ ପଛରେ ଅମ୍ବାନୀ,…

ହସ୍ପିଟାଲରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା: କହିଲେ ମୃତ୍ୟୁ ହେଲେ ବିଜେଡି ନେତା ବ୍ୟୋମକେଶ ଦାୟୀ

ଭୁବନେଶ୍ୱର: ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଭଦ୍ରକ ଚାନ୍ଦବାଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, 'ମୁଁ ମରିଗଲେ ବିଜେଡି ନେତା ତଥା ବର୍ତ୍ତମାନର ବିଧାୟକ ବାପି (ବ୍ୟୋମକେଶ) ରାୟ ଓ ମୋ ସ୍ୱାମୀ ରଞ୍ଜନ ସାହୁ…