Latest Odisha News

BREAKING NEWS

ପିଟ୍ରୋଡାଙ୍କ ବୟାନ୍ ନେଇ ରାହୁଲଙ୍କୁ ଜବାବ ମାଗିଲେ ମୋଦି

ୱାରଙ୍ଗାଲ: ‘ଦେଶବାସୀଙ୍କ ତ୍ୱଚାର ରଙ୍ଗକୁ ନେଇ ଅପମାନିତ କରାଯାଇଛି। ରାହୁଲ ଗାନ୍ଧି ଏହାର ଜବାବ ଦିଅନ୍ତୁ’, ପିଟ୍ରୋଡାଙ୍କ ବର୍ଣ୍ଣବାଦ ମନ୍ତବ୍ୟ ପରେ ଏମିତି କିଛି କହି ରାହୁଲଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବର୍ଣ୍ଣବାଦ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦରେ ଫଶିଛନ୍ତି…

ଭାରତରେ ଗୁଗୁଲ ଲଞ୍ଚ କଲା ୱାଲେଟ୍ ଆପ୍, ଜାଣନ୍ତୁ ଡିଜିଟାଲ୍ ପର୍ସର ଉପକାରିତା

ନୂଆଦିଲ୍ଲୀ: ଭାରତରେ ଗୁଗୁଲ ଲଞ୍ଚ କଲା ଗୁଗଲ ୱାଲେଟ୍। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ। ଅବଶ୍ୟ ଅନେକ ଉପଭୋକ୍ତାଙ୍କୁ କିଛି ଦିନ ପୂର୍ବରୁ ଏହାର ଆକ୍ସେସ୍ ମିଳିଯାଇଛି। ଗୁଗୁଲ୍ ୱାଲେଟରେ ଆପଣ ଆପଣଙ୍କର ସମସ୍ତ ପାସେସ୍‌, ଲୟାଲିଟି ଓ ଗିଫ୍ଟ କାର୍ଡସ୍ ଷ୍ଟୋର କରି…

ଭାରତୀୟ ସଂସ୍କୃତି ପାଇଁ କଳଙ୍କ ‘ଲିଭ୍-ଇନ ରିଲେସନଶିପ୍’

ବିଳାସପୁର: ଲିଭ୍-ଇନ୍ ରିଲେସନଶିପ୍ ଯେମିତି ଆଜିକାଲିର ଗୋଟେ ଟ୍ରେଣ୍ଡ ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଅଧିକାଂଶ ଯୁବପିଢି ବିବାହ ପୂର୍ବରୁ ଲିଭ-ଇନ୍‌ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଯୁବକ-ଯୁବତୀ…

ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କିଛି ଦିନ…

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: କହିଲେ ‘ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର’

ଭବାନୀପାଟଣା: ଲୋକସଭା ନିର୍ବାଚନର ମାହୋଲ ଭିତରେ ଘନ ଘନ ଓଡିଶାକୁ ଛୁଟୁଛି କେନ୍ଦ୍ରିୟ ନେତାଙ୍କ ସୁଅ । ଏହାରିଭିତରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି…

ବଢିଲା ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ: ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ। ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ ଦାୟର କରିଥିଲେ ଅନୁଭବ…

କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବୟାନକୁ ନେଇ ବିବାଦ: କହିଲେ’ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟ ପରି…

ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ପର୍ବ। ଲୋକସଭା ନିର୍ବାଚନ ମଧ୍ୟରେ ଭାରତୀୟ ବିଦେଶ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡା ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସାମ୍ ପିଟ୍ରୋଡା ତାଙ୍କ ବୟାନରେ ଭାରତର ବିବିଧ ସଂସ୍କୃତି ବିଷୟରେ କହିଛନ୍ତି। ଏହି ବିବିଧତାକୁ ଅନ୍ୟ ଦେଶ ସହ ତୁଳନା…

ମନୀଷ ସିସୋଦିଆ ପୁଣି ନିରାଶ; ମେ ୧୩ ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ଆପ ନେତା ମନୀଷ ସିସୋଦିଆଙ୍କୁ ପୁଣି ନିରାଶ ହେବାକୁ ପଡିଛି । ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ମେ' ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଆଜି ମନୀଷ ସିସୋଦିଆଙ୍କ ଜାମିନ ଆବେଦନ…

ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ; ଉତ୍ତର ରଖିଲେ ଭଉଣୀ ପ୍ରିୟଙ୍କା

ରାଏବରେଲି: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଏକ ଜନସଭାକୁ ସମ୍ବୋଧନ ଦେଉଥିବା ବେଳେ ମୋଦୀଙ୍କୁ କଲେ ପ୍ରଶ୍ନ । କହିଲେ, ‘ଭାଷଣରେ କହୁଛନ୍ତି ରାହୁଲ ଆଦାନୀ ଅମ୍ବାନୀଙ୍କ ନାଁ ନେଉନାହାନ୍ତି । ଆରେ ଓ୍ବାହା, ପ୍ରତିଦିନ ତ ତାଙ୍କ ନାଁ ନେଉଛନ୍ତି, ପ୍ରତିଦିନ ତାଙ୍କର…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ କେକେବିଏନ ମାଓ ଡିଭିଜନର ୯ ମାଓବାଦୀ

ବୌଦ୍ଧ: ବୌଦ୍ଧ ପୁଲିସକୁ ମିଳିଲା ବଡ ସଫଳତା । ମୁଖ୍ୟସ୍ରୋତରେ ସାମିଲ ହେଲେ କେକେବିଏନ ମାଓ ଡିଭିଜନର ୯ ଜଣ ମାଓବାଦୀ । ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡିଛି । ସମସ୍ତ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ ଅଞ୍ଚଳର । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ…