4G ଏବଂ 5G ସେବା ଦେବ BSNL
ନୂଆଦିଲ୍ଲୀ: 4G ସେବା ପ୍ରଦାନ କରିବ BSNL । ନିକଟରେ ପଞ୍ଜାବରେ ନିଜର 4G ସେବା ଆରମ୍ଭ କରିଥିବା BSNL ଏବେ ପୂରା ଦେଶରେ ନିଜର 4G ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ସେ ଟିସିଏସ୍ ଏବଂ ସି-ଡଟ ସହିତ ଏକ ବୁଝାମଣା ସ୍ବାକ୍ଷର କରିଛି ।
ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀ ଭାରତ…