Latest Odisha News

ଟି୨୦ ବିଶ୍ୱକପ ଦଳ ଚୟନ: ହାର୍ଦ୍ଦିକଙ୍କୁ ନେଇ ହଜାରେ ପ୍ରଶ୍ନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସୁଯୋଗ ମିଳିବା ସହ ଉପ ଅଧିନାୟକ ମଧ୍ୟ କରାଯାଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦିନିକିଆ ବିଶ୍ୱକପରେ ଆଘାତ ପ୍ରାପ୍ତ ହେବା ପରଠାରୁ ଆଜି…

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ; ସାଇବର ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିର…

ରିଙ୍କୁଙ୍କ ପାଇଁ କାଳ ହେଲା ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଚୟନ ହୋଇଯାଇଛି । ରିଙ୍କୁ ସିଂ ସୁଯୋଗ ନ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମନୋନୀତ ଖେଳାଳିଙ୍କ ମଧ୍ୟରେ ରିଙ୍କୁଙ୍କ ବଦଳରେ ଶିବମ ଦୁବେଙ୍କୁ ସୁଯୋଗ ମିଳିଛି । ତେବେ କେତେକ ସମୀକ୍ଷକଙ୍କ ମତରେ ଆଇପିଏଲର ଇମ୍ପାକ୍ଟ…

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ: ଆଜି ପୂର୍ବାହ୍ନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ ନେଇ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ଶେଷ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ସହ ନିର୍ବାଚନ…

ଟିକେଟ୍ ଦେଲେ…ଫେରାଇ ନେଲେ

ଭୁବନେଶ୍ବର : ଆଗ ଟିକେଟ୍ ଦେଲେ, ପରେ କାଟିଦେଲେ । ପ୍ରଚାର ମଇଦାନରେ ବୁଲି ଭାଣ୍ଡିଆ ହେଲେ ପ୍ରାର୍ଥୀ । ଚବିଶ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ପ୍ରାର୍ଥୀ ଦ୍ବନ୍ଦ୍ବ। ବିଶେଷ କରି କଂଗ୍ରେସରେ ତ ଟିକେଟ୍ ବଦଳ ଯେମିତି ନିତିଦିନିଆ କଥା ହୋଇଛି। କେଉଁଠି ସାଂସଦ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ; କହିଲେ, ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ: ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । କରଞ୍ଜିଆରୁ ଟିକେଟ୍ ଆଶାୟୀ ଥିଲେ ହେଲେ ଟିକେଟ୍ ନମଳିବାରୁ ନିରାଶ ହୋଇ ଦଳ ଛାଡିଲେ ବିଜୟ । ଦଳ ଛାଡିବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଲେ ବିଜୟ । ବିଜୟ ପ୍ରଥମେ କରଞ୍ଜିଆ ବ୍ଲକରୁ…

ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ

କାକଟପୁର: ବିଜିଡି ରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ସେ ଆଜି ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ନିଜର ଇସ୍ତଫା ପତ୍ର ବିଷୟରେ ଜଣାଇଛନ୍ତି । ସେ ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ଦଳ କିନ୍ତୁ ତାଙ୍କୁ ନିରାଶ କରିଥିଲା ଯାହା ଫଳରେ ସେ ଅସନ୍ତୁଷ୍ଟ ବୋଲି…

କାହାର ହେବ ପଟ୍ଟାଙ୍ଗୀ ?

ଭୁବନେଶ୍ବର: ପଟ୍ଟାଙ୍ଗୀରେ ବିଜେଡି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ଚୈତନ୍ୟ ନନ୍ଦିବାଲି ଓ କଂଗ୍ରେସ ରାମଚନ୍ଦ୍ର କାଡାମଙ୍କୁ ମଇଦାନକୁ ଓହ୍ଲାଇଛି। କେତେବେଳେ  କଂଗ୍ରେସ ତ କେତେବେଳେ ବିଜେଡିକୁ ବାଛିଛି ପଟ୍ଟାଙ୍ଗୀ । କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ପଟ୍ଟାଙ୍ଗୀରୁ…

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ

କଟକ: ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ । ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ । ବିଭୁତି ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାନଯିବାରୁ ମେହବୁବ ପ୍ରତିବାଦ କରିଛନ୍ତି। ବିଭୁତିଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ଅହମ୍ମଦ ।…

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ

ପୁରୀ: ଏବେ ଚାଲିଛି ନାମାଙ୍କନ ପର୍ବ । ଗତକାଲି ଅନ୍ୟ ଦଳ ଗୁଡିକ ପରେ ଆଜି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।…