ଭୋଟର ବରକୁ ଗଣତନ୍ତ୍ର କନିଆଁ, ମେ ୧୩ରେ ଶୁଭ ବିବାହ
ପୁନେ: ଦେଖିବାକୁ ଗଲେ ବିବାହ ଋତୁ ଶେଷ ହୋଇସାରିଛି । କିନ୍ତୁ ଏବେ ବି କିଛି ସ୍ଥାନରେ ବିବାହ କାର୍ଯ୍ୟ କରାଯାଇଛି । ସେପଟେ ଏବେ ଚାରିଆଡେ ଲୋକସଭା ନିର୍ବାଚନର ମାହୋଲ । ଚାରିଆଡେ ନିର୍ବାଚନୀ ପ୍ରଚାର ସହ ରାଲି ହେବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ…