କଂଗ୍ରେସ ଛାଡିବାର କିଛି ସମୟ ପରେ ବିଜେପିରେ ସାମିଲ ହେଲେ ଗୌରବ
ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ଗୌରବ ବଲ୍ଲଭ । କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ବଲ୍ଲଭ। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଥିଲା । ଏହାର କିଛି ସମୟ ପରେ ବିଜେପି ସାଧାରଣ ସଚିବ ବିନୋଦ ତାୱଡେଙ୍କ…