Latest Odisha News

BREAKING NEWS

ଶଙ୍ଖ ଧରିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ବର: ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି । ସେମାନେ ବିଜେପି ଓ କଂଗ୍ରେସ ଛାଡି ଆଜି ବିଜେପିରେ ମିଶିଲେ । ଶଙ୍ଖ ଭବନରେ ସମସ୍ତଙ୍କୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ…

ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ୪ ନକ୍ସଲ ମୃତ

ରାୟପୁର: ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । କମ୍ବିଂ ଅପରେସନ ଚାଲିଥିବାବେଳେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ । ସୁରକ୍ଷାବାହିନୀ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବହୁ ମାଓ ସମଗ୍ରୀ ଜବତ କରିଛି ସୁରକ୍ଷାବଳ । ସୂଚନା ମୁତାବକ,…

ତିହାର ଜେଲ୍‌ ରେ କେଜ୍ରିୱାଲ, ପଢିବାକୁ ଭଗବତ୍ ଗୀତା ଓ ରାମାୟଣ ମାଗିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ତିହାରର ୨ ନମ୍ବର ଜେଲେରେ ରଖାଯାଇଛି । ବ୍ୟାରେକ୍ ପରିବର୍ତ୍ତେ ତାଙ୍କୁ ସେଲ୍ ରେ ରଖାଯଆଇଛି ସେଠାରେ ସେ ଏକୁଟିଆ ରହିବେ । ପ୍ରଥମେ…

କଂଗ୍ରେସକୁ ଆଉ ଏକ ଝଟକା, ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

ଭୁବନେଶ୍ବର: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତା ମାନଙ୍କର ଦଳଡିଆଁ ପର୍ବ ସେତିକି ଅଧିକ ଚାଲୁଛି । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଏହି ପ୍ରରିପେକ୍ଷିରେ ଆଜି ପୁଣି ଜଣେ ବରିଷ୍ଠ ନେତା ହାତ ଛାଡିଛନ୍ତି । କଂଗ୍ରେସରୁ…

ଭାଷା ଭାଗବତ : କଳ୍ପିତ ଯଶ-ସୁଖ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାକଳ ହେଲେ ଦୃଷ୍ଟିଭଂଗୀ ସୃଷ୍ଟି ବି ହୁଏ ସତ୍ୟ-ସଂଗୀ ନ ଥାଏ କୌଣସି ଆଶଂକା ଲେଖକ ଲେଖେ ଏକାଏକା ପାଠକ ପଢ଼େ ଏକାଏକା ଲେଖକ ପାଏନି ତା' ଦେଖା ତେବେ ବି ଏ ଶୁଦ୍ଧ ସଂପର୍କ ସର୍ବଦା ହୁଅଇ ନିର୍ଭୀକ ପାଠକ ନ ପଢ଼ିଲେ ଲେଖା…

ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ; ଜଣେ ମୃତ, ୪ ଗୁରୁତର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛରେ ସ୍କର୍ପିଓ ଟି ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୪ ଜଣ ଆହତ ହୋଇଛନ୍ତି । ସେମସ୍ତ ଆହତମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମା ଓ ପରମାତ୍ମା ସମ୍ପର୍କ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ହୃଦୟରେ ସ୍ଥାନ ଦେବା ପରେ ଆତ୍ମା ଓ ପରମାତ୍ମା ସମ୍ପର୍କର ସ୍ୱରୂପ ଅନୁଭବ କରୁ । ଅନେକ ସିଦ୍ଧ ସାଧକ ନିଜ ନିଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ ଅହରହ ପ୍ରଭୁଙ୍କ…

ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ ୭ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ…

ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ ହେଉଛନ୍ତି…

ଧର୍ମା ପ୍ରଡକ୍ସନର ଅକ୍ଷୟ ଅଭିନୀତ ଆଗାମୀ ଫିଲ୍ମର ନାମ ଶଙ୍କରା

ମୁମ୍ବାଇ: ଅକ୍ଷୟ କୁମାର, ଆର.ମାଧବନ ଅଭିନୀତ ଧର୍ମା ପ୍ରଡକ୍ସନର ଆଗାମୀ ଫିଲ୍ମର ନାମ ଶଙ୍କରା ରଖାଯାଇଛି । ପ୍ରଥମେ ଏହି ଫିଲ୍ମର ନାମ ଦି ଅନଟୋଲ୍ଡ ଷ୍ଟୋରୀ ଅଫ ସି ଶଙ୍କରନ ନାୟାର ରଖା ଯାଇଥିଲା । ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ବ୍ରିଟିଶ ସରକାର…