Latest Odisha News

BREAKING NEWS

ଟଳିଲା ବଡ଼ ଅଘଟଣ, ବିମାନ ଉଡ଼ାଣ ପୂର୍ବରୁ ପରସ୍ପର ସହିତ ଧକ୍କା

କୋଲକାତା : କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ଦୁଇ ବିମାନ । ଉଡାଣ ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା କିନ୍ତୁ ପରିସ୍ଥିତି ଶୀଘ୍ର ନିୟନ୍ତ୍ରିତ ହୋଇଥିଲା ଏବଂ କୌଣସି ବଡ଼…

ବିବାଦରେ ରାଜସ୍ଥାନର ଇଂରାଜୀ ବହି, ଇଂଲଣ୍ଡର ପତାକାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ ଆକ୍ସନ

ଜୟପୁର: ବିବାଦ ଭିତରେ ରାଜସ୍ଥାନର ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକ । ବହି ଉପରେ ଇଂଲଣ୍ଡ ପତାକାକୁ ନେଇ ଉପୁଜିଥିବା ବିବାଦକୁ ନେଇ ଆକ୍ସନ ମୋଡରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର । ଯଥା ଶୀଘ୍ର ଏନେଇ ତଦନ୍ତ କରାଯାଉ ଏବଂ ଖୁବ ଶୀଘ୍ର ବହି ବଦଳାଯାଉ ବୋଲି ନିର୍ଦ୍ଦେଶ…

ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ୪୬କୁ ଖସିଲା ସୁଗାର ଲେବଲ

ନୂଆଦିଲ୍ଲୀ: ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା। ଇଡି ହେପାଜତରେ ଖରାପ ହେଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ। ତାଙ୍କର ସୁଗାର ଲେବଲ କ୍ରମାଗତ ଭାବରେ ତଳକୁ ଖସୁଛି ଏବଂ ବଢୁଛି। ସୁଗାର ଲେବଲ ୪୬କୁ ଖସି ଆସିଛି। ସୁଗାର ଲେବଲ ଏତେ କମ ହେବା ଅତ୍ୟନ୍ତ…

ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ ଅପରାଜିତାଙ୍କ କଟାକ୍ଷ; କହିଲେ, ‘ଯୋ ଡରଗୟା, ୱ ମରଗୟା’

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ବିମାନବନ୍ଦରରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏହାପରେ ବିରାଟ ଶୋଭାଯାତ୍ରାରେ ଆସି ଅପରାଜିତା ବାବା…

କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି କୋର୍ଟରେ କହିବେ କେଜ୍ରିୱାଲ: ସୁନିତା କେଜ୍ରିୱାଲ

ନୂଆଦିଲ୍ଲୀ: କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି ସବୁ କଥା କୋର୍ଟରେ କହିବେ କେଜ୍ରିୱାଲ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ । ସୁନିତା କହିଛନ୍ତି ଯେ, ଗତକାଲି ରାତିରେ ଜେଲ ଭିତରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ…

ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣା: ଜଣେ ମୃତ, ୨୦ ଆହତ

କୋରାପୁଟ: ମଙ୍ଗଳବାର ବିଳମ୍ବିତ ରାତିରେ କୋରାପୁଟ ସଦର ପୋଲିସ ସୀମା ଅନ୍ତର୍ଗତ ପୋଡାଗଡ ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଖମ୍ବେଶ୍ୱରୀ ନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ…

ଲୋକସଭା ନିର୍ବାଚନ ଲଢିବେନି ବରୁଣ ଗାନ୍ଧୀ, ମେନକାଙ୍କ ପାଇଁ କରିବେ ପ୍ରଚାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢିବେନି ବରୁଣ ଗାନ୍ଧୀ। ଉତ୍ତରପ୍ରଦେଶର ପିଲୀଭିତ ଲୋକସଭା ଆସନରୁ ସାଂସଦ ତଥା ବିଜେପି ନେତା ବରୁଣ ଗାନ୍ଧୀ ଏଥର ଟିକେଟ୍ ପାଇନାହାଁନ୍ତି। ସେ ଏକ ସ୍ୱାଧୀନ ପ୍ରୀର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା।…

ଟିଏମସି ନେତା ମହୁଆ ମୈତ୍ରୀଙ୍କୁ ଇଡି ସମନ

ନୂଆଦିଲ୍ଲୀ: ଫେମା ମାମଲାରେ ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରୀଙ୍କୁ ସମନ ପଠାଇଲା ଇଡି । ଆସନ୍ତା ୨୮ତାରିଖରେ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ସମନ ପଠାଇଛି କେନ୍ଦ୍ରିୟ ଯାଞ୍ଚ ଏଜେନ୍ସି । ତେବେ ଏହି ମାମଲାରେ ଦର୍ଶନ ହୀରାନନ୍ଦାନିଙ୍କୁ ମଧ୍ୟ ଆସନ୍ତାକାଲି ପଚରାଉଚରା ପାଇଁ…

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ନବୀନ…

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ସୁର ରାଉତରାୟ, ପୁଅ ବିଜେଡିରେ ମିଶିବା ପରେ ନିଷ୍ପତ୍ତି

ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । କଂଗ୍ରେସର ସମସ୍ତ ପଦ ପଦବୀ ଛାଡିବା ପରେ ମଧ୍ୟ ସେ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସୁର । ଆଜି ଶଙ୍ଖ ଭବନରେ ଆୟୋଜିତ…