Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଧାନସଭା ପାର୍ଥି ତାଲିକା

ବିଷମ କଟକ – ଜଗନ୍ନାଥ ସାରକା, ଗୁଣୁପୁର – ଶ୍ରୀ ରଘୁନାଥ ଗମାଙ୍ଗୋ, ରାୟଗଡା – ଶ୍ରୀମତି ଅନୂସୟା ମାଝୀ, ବରଗଡ – ଦେବେଶ ଆଚାର୍ଯ୍ୟ, ବିଜେପୁର – ରିତା ସାହୁ, ଅତାବିରା – ସ୍ନେହାଙ୍ଗିନୀ ଛୁରିଆ, ଭଟଲି – ସୁଶାନ୍ତ ସିଂହ, ଜଳେଶ୍ବର – ଅଶ୍ବିନୀ ପାତ୍ର, ବସ୍ତା – ସୁବାସିନୀ ଜେନା, ଭଣ୍ଡାରୀପୋଖରୀ – ସଂଜୀବ ମଲ୍ଲିକ, ଭଦ୍ରକ – ପ୍ରଫୁଲ୍ଲ ସାମଲ, ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ, ଧାମନଗର – ସଂଜୟ ଦାସ, ଚାନ୍ଦବାଲି – ବ୍ୟୋମକେଶ ରାୟ, ବିଞ୍ଝାରପୁର – ପ୍ରମିଳା ମଲ୍ଲିକ, ଧର୍ମଶାଳା – ପ୍ରଣବ ବଳବନ୍ତରାୟ, ଯାଜପୁର – ସୁଜାତା ସାହୁ, ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ, ଢେଙ୍କାନାଳ – ସୁଧୀର ସାମଲ, କାମାକ୍ଷାନଗର – ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ – ନୃସିଂହ ସାହୁ, ପାଲଲହଡ଼ା- ମୁକେଶ ପାଲ, ଛେଣ୍ଡିପଦା – ସୁଶାନ୍ତ ବେହେରା, ସୋନପୁର – ନିରଞ୍ଜନ ପୂଜାରୀ, ଲୋଇସିଂହା – ନିହାର ବେହେରା, ପାଟଣାଗଡ଼ – ସରୋଜ ମେହେର, ବଲାଙ୍ଗିର – କଳିକେଶ ସିଂହଦେଓ, ଟିଟିଲାଗଡ଼ – ଟୁକୁନି ସାହୁ, ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ, ଉମରକୋଟ – ନବୀନା ନାଏକ, ଝରିଗାଁ – ରମେଶ ମାଝୀ, ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ, ଡାବୁଗାଁ – ମନୋହର ରନ୍ଧାରୀ, ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ, ଜୁନାଗଡ – ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ, ଭବାନୀପାଟଣା – ଲତିକା ନାୟକ, ଜି-ଉଦୟଗିରି – ସଲ୍ଲୁକା ପ୍ରଧାନ, କଣ୍ଟାମାଳ – ମହିନ୍ଦ୍ର ରାଣା, ବଂଥ – ପ୍ରଦୀପ କୁମାର ଅମାତ, ବଡମ୍ବା- ଦେବୀ ମିଶ୍ର, ବାଙ୍କୀ – ଦେବୀ ରଂଜନ ତ୍ରିପାଠୀ, ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚୌଦ୍ବାର କଟକ – ସୌଭିକ ବିଶ୍ବାଳ, ନିଆଳି- ପ୍ରମୋଦ ମଲ୍ଲିକ, କଟକ ସଦର- ଚନ୍ଦ୍ରସାରଥି ବେହେରା, ପାଟକୁରା – ଅରବିନ୍ଦ ମହାପାତ୍ର, ଆଳି- ପ୍ରତାପ କେଶରୀ ଦେବ, ରାଜନଗର – ଧ୍ରୁବ ସାହୁ, ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ, ପୁରୀ- ସୁନୀଲ ମହାନ୍ତି, ବ୍ରହ୍ମଗିରି- ଉମା ସାମନ୍ତରାୟ, ସତ୍ୟବାଦୀ – ସଞ୍ଜୟ ଦାସ ବର୍ମା, ପିପଲି – ରୁଦ୍ର ପ୍ରତାପ ମହାରଥୀ, ଜଟଣୀ – ବିଭୁତି ବଳବନ୍ତରାୟ, ରଣପୁର – ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା, ନୟାଗଡ – ଅରୁଣ କୁମାର ସାହୁ, ଭଂଜନଗର – ବିକ୍ରମ ଆରୁଖ, ପୋଲସରା- ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର – ଲତିକା ପ୍ରଧାନ, ଛତ୍ରପୁର – ସୁବାସ ବେହେରା, ସୋରଡ଼ା – ସଂଘମିତ୍ରା ସ୍ବାଇଁ, ହିଂଜିଳି – ନବୀନ ପଟ୍ଟନାୟକ, ଗୋପାଳପୁର – ବିକ୍ରମ ପଣ୍ଡା, ଦିଗପହଣ୍ଡି – ବିପ୍ଳବ ପାତ୍ର, ଚିକିଟି – ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, କୋଟପାଡ଼- ଚନ୍ଦ୍ରଶେଖର ମାଝୀ, କୋରାପୁଟ – ରଘୁରାମ ପୋଡ଼ାଲ, ମାଲକାନଗିରି – ମାନସ ମାଡ଼କାମୀ, ଘସିପୁରା- ବଦ୍ରିନାରାୟଣ ପାତ୍ର, ପାଟଣା- ଜଗନ୍ନାଥ ନାଏକ ।

ଲୋକସଭା ପାର୍ଥୀ ତାଲିକା

କଳାହାଣ୍ଡି- ଲମ୍ବୋଦର ନିଆଲ, ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ – ଦିଲୀପ ତିର୍କୀ, ମୟୂରଭଂଜ – ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ା – ଅଂଶୁମାନ ମହାନ୍ତି, ନବରଙ୍ଗପୁର – ପ୍ରଦୀପ ମାଝୀ, ଭୁବନେଶ୍ବର – ମନ୍ମଥ ରାଉତରାୟ, କୋରାପୁଟ – କୌଶଲ୍ୟା ହିକକା, ଆସିକା – ରଂଜିତା ସାହୁ

 

 

Leave A Reply

Your email address will not be published.