Latest Odisha News

BREAKING NEWS

ନିଲମ୍ବନ ହେଲେ ସହିଦନଗର ଏସଆଇ, ଗତକାଲି ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ…

ବିଜେଡିରେ ଯୋଗ ଦେଲେ ଇରାନୀ ରୟ, ୨୦୧୯ରେ ଅରୁଣ ସାହୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା ନିର୍ବାଚନ…

ବିଜେପିରେ ଯୋଗ ଦେଲେ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ ବିଜେପିରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଆରକେଏସ ଭଦୁରିଆ । ଲୋକସଭା ନିର୍ବାଚନ ପାଇଁ…

ଫୋକସରେ ପ୍ରଣବ ପ୍ରକାଶ: ଜାଣନ୍ତୁ କାହାକୁ ବିଜେଡି ଦେଇପାରେ ଟିକେଟ୍

ଭୁବନେଶ୍ୱର: ନବୀନ ନିବାସ ୱାରରୁମରେ ଫାଇନାଲ୍ ହେଉଛି ଟିକେଟ । କାହାକୁ ମିଳିବ ? କାହାର କଟିବ ? କେଉଁଠି ଦଳ ଦେବ ନୂଆ ମୁହଁ ? ମହାସଂଗ୍ରାମ ପାଇଁ ରଣନୀତି ହେଉଛି। ବର୍ତ୍ତମାନ ସୁଦ୍ଧା ୧୧ ଲୋକସଭା ଓ ୭୭ ବିଧାନସଭା ଆସନର ସମୀକ୍ଷା ସାରିଲେଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି…

‘କେଜ୍ରିଓ୍ବାଲଙ୍କ ଲୋକପ୍ରିୟତାରେ ଭୟଭୀତ, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି…

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଭିଯୋଗ କରିଛନ୍ତି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଦେଖି ଭୟ କରୁଛି ଏବଂ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବାକୁ ଚେଷ୍ଟା କରୁଛି । ବିଜେପି କେଜ୍ରିଓ୍ଵାଲ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଶେଷ…

ଦୁନିଆର ସବୁଠାରୁ ରହସ୍ୟମୟ ଗଛ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ନୂଆଦିଲ୍ଲୀ; ଦୁନିଆରେ ଅନେକ ପ୍ରକାରର ଜିନିଷ ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହା ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ । ଏହି ଗଛଗୁଡିକ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ, କଣ ସତରେ…

ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ…

ଏବେ କେବଳ ଆଇପିଏଲ ଚିନ୍ତା

୨୦୦୭ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଏହାର କିଛି ଦିନ ପରେ କ୍ରିକେଟର ନୂଆ ଫର୍ମାଟ ପାଦ ଥାପିଥାଏ । ଆଇସିସି ଟି୨୦ ବିଶ୍ୱକପ ପାଇଁ ଯୋଜନା କରିଥିଲା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା…

ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ

ଚେନ୍ନାଇ : ପାଖେଇ ଆସୁଛି ଲୋକସଭା ନିର୍ଵାଚନ l ସରଗରମ ରାଜ୍ୟ ଠାରୁ ଦେଶ ରାଜନୀତି l ବିଭିନ୍ନ ସ୍ଥାନରେ ପ୍ରାର୍ଥୀକୁ ନେଇ ଲାଗିରହିଛି ଚର୍ଚ୍ଚା l ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ ବିଦ୍ୟା ରାଣୀ l ଆସନ୍ତା ଏପ୍ରିଲ ୧୯ ରେ…