Latest Odisha News

BREAKING NEWS

ଝାଡ଼ଖଣ୍ଡ ରାଜନୀତିରେ ତେଜୁଛି ସୋରେନ ପରିବାରର ‘ଫ୍ୟାମିଲି ଡ୍ରାମା’

ରାଞ୍ଚି: ଶିବୁ ସୋରେନଙ୍କ ପରିବାରିକ କନ୍ଦଳ ଏବେ ପଦାରେ ପଡ଼ିଲାଣି। ବଡ଼ ବୋହୂ ସୀତା ସୋରେନଙ୍କ ବିଜେପିରେ ଯୋଗଦାନ ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଏବେ ଏକ ଆରୋପ ପ୍ରତ୍ୟାରୋପ ସାମ୍ନାକୁ ଆସିଛି। ସୀତା ବିଜେପିରେ ଯୋଗଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା…

ପାରାଦୀପରେ ଦୁଇଦିନିଆ ଉପକୂଳ ସମରାଭ୍ଯାସ ଆରମ୍ଭ

ପାରାଦୀପ: ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ଯାସ। ମିଳିତ ସମରାଭ୍ଯାସର ନାମ ''ସାଗର କବଚ ୧''। ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ଏଥିରେ ସାମିଲ ହୋଇଥିବା ଜଣାପଡିଛି। ଉପକୂଳ ସହିତ ଜଳପଥରେ…

ରୋଚକ ମୋଡ଼ରେ ନୂଆପଡ଼ା ରାଜନୀତି: ଦୋଛକିରେ ନେତା ଓ କର୍ମୀ

ନୂଆପଡ଼ା: ରାଜନୀତିର ଉଷ୍ମତା ଭିତରେ ନୂଆପଡ଼ା ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି । ମନ୍ତ୍ରୀ ନୂଆପଡା ବିଧାନସଭା ମଣ୍ଡଳୀରୁ ତିନି ଥର ବିଧାୟକ ହୋଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ କଂଗ୍ରେସ ଛାଡିବା ଓ…

ନବୀନ ନିବାସରେ ଘନ ଘନ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ନେଇ ସସ୍ପେନ୍ସ ଜାରି ରହିଛି। ଗତକାଲି ଏହି ମେଣ୍ଟକୁ ନେଇ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟ ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। ସେପଟେ ଆଜି ଦିନ ତମାମ ନବୀନ ନିବାସରେ ଘନ ଘନ ବୈଠକ ଜାରି ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି କି ଆଗାମୀ…

ନ ଖେଳି ବି ଟି୨୦ ର‌୍ୟାଙ୍କିଙ୍ଗର ଶୀର୍ଷରେ ସୂର୍ଯ୍ୟକୁମାର

ମୁମ୍ବାଇ: ଆଇସିସି ପକ୍ଷରୁ ବୁଧବାର ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ପାଖାପାଖି ୩ ମାସ ହେବ ମ୍ୟାଚ ନ ଖେଳି ବି ଭାରତର ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛି । ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଅବସରରେ ସୂର୍ଯ୍ୟକୁମାର ଆଘାତପ୍ରାପ୍ତ ହୋଇଥିଲେ…

ଆଇପିଏଲ: ରନରେ କୋହଲି, ବିଜୟରେ ଧୋନୀ ଶୀର୍ଷରେ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସଂସ୍କରଣ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ଭାବେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଆରସିବିର ଅଧିନାୟକ ଭାବେ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ବେଳେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର…

ପରକୀୟା ପ୍ରୀତିର କରୁଣ ପରିଣତି: ବିବାହିତାଙ୍କୁ ନେଇ ଫେରାର ବ୍ୟକ୍ତିଙ୍କୁ ପ୍ରବଳ ପିଟିଲେ ଓ ପରିସ୍ରା ପିଆଇଲେ

ଭୋପାଳ: ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ସତ ହେଲେ ସମାଜ ଆଜିବି ସ୍ୱୀକାର କରିନାହିଁ। ପରକୀୟା ପ୍ରୀତି ଭଳି ଘଟଣା ଯଦି ସାମ୍ନାକୁ ଆସେ ତେବେ ସମାଜ ନୁଷ୍ଠୁର ପାଲଟିଯାଏ। ଏପରିକି ସମାଜ ଉକ୍ତ ବ୍ୟକ୍ତିଙ୍କୁ ଯେକୌଣସି ଦଣ୍ଡ ଦେବାକୁ ପଛାଏ ନାହିଁ। ଜଣେ ବିବାହିତ…

ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟର ସଫଳ ସଂପାଦନା ପାଇଁ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ ଆଦି ଜ୍ଞାନର ପରିସୀମା ବୃଦ୍ଧି ଉପରେ କୃଷି ବିଭାଗର ଗୁରୁତ୍ୱାରୋପ ଦିଆଯାଇଛି। ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ ପରାମର୍ଶ…

ପ୍ରଧାନମନ୍ତ୍ରୀଙ୍କୁ ଖଡ଼ଗେଙ୍କ ଟାର୍ଗେଟ, କହିଲେ ‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତି ଦଳ ପରସ୍ପର ମଧ୍ୟରେ ସେତେ ଜୋରଦାର ବୟାନ ବାଜି ଚାଲିଛି। ଏହାରି ଭିତରେ ମୋଦୀଙ୍କୁ ନେଇ ମଲ୍ଲିକାର୍ଜୁନ ଖଡ଼ଗେ ଆଉ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ…

ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ: ତାମିଲସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ । ସେ ଦୁଇ ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାସହ ସେ ପୁଡୁଚେରୀର ଏଲଜି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ…