Latest Odisha News

BREAKING NEWS

ସରିଲା ପାସିଂ ଆଉଟ୍ ପରେଡ୍, ବାହାରିଲେ ଆଉ ୨ ହଜାର ୬୩୦ ନୂଆ ଅଗ୍ନିବୀର

ଖୋର୍ଦ୍ଧା:ଚିଲିକା ଠାରେ ତୃତୀୟ ବ୍ୟାଚ ଅଗ୍ନିବୀର ଏକ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଛି । ଏହି ପରେଡରେ ସାମିଲ ହୋଇଥିଲେ ମୋଟ ୨ହଜାର ୬୩୦ ଅଗ୍ନିବୀର । ୩୯୬ ଜଣ ମହିଳା ଅଗ୍ନିବୀର ରହିଥିଲେ । ମହିଳା ଅଗ୍ନିବୀରମାନେ ନାରୀ ଶକ୍ତିର ପ୍ରଦର୍ଶନ କରିଥିଲେ । ୧୬ ସପ୍ତାହର ଟ୍ରେନିଂ ପରେ ଏହି…

ନୟାଗଡ଼ ରାଜନୀତି: ବିଜେପି ଛାଡିଲେ ଇରାନୀ ରୟ ଓ ଲାଲା ମନୋଜ

ଭୁବନେଶ୍ୱର: ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିବା ଇରାନୀ ରୟ ଓ ତାଙ୍କ ସ୍ୱାମୀ ଲାଲା ମନୋଜ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଛନ୍ତି। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ…

ଦିଲ୍ଲୀ ଅବକାରୀ ନୀତି ମାମଲା, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଇଡିର ସମନ ମାମଲାରେ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ…

ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ…

ରାସ୍ତା କଡରେ ବିକ୍ରି କରୁଥିଲେ ବ୍ୟୁଟି ପ୍ରଡକ୍ଟସ୍, ମାସକୁ ୨୦୦ ଟଙ୍କା ଦରମା, ଜାଣନ୍ତୁ ଏହି ମହିଳାଙ୍କ ସଂଘର୍ଷମୟ…

ନୂଆଦିଲ୍ଲୀ: ପ୍ରଥମେ ଅଭିନେତ୍ରୀ ଆଉ ଏବେ ନେତ୍ରୀ । ଛୋଟବେଳୁ ଅନେକ ଏକ ସଂଘର୍ଷମୟ ଜୀବନ ଅତିବାହିତ କରିଥିବା ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ସକ୍ରିୟ ଥାଆନ୍ତି । ନିକଟରେ ସ୍ମୃତି ଇରାନୀ ତାଙ୍କ ପ୍ରାରମ୍ଭିକ କ୍ୟାରିୟର ବିଷୟରେ କିଛି କଥା କହିଥିଲେ । ଟିଭି ସିରିୟେଲ…

କବିତା : ଭାବର ଠାକୁର

ବନଶ୍ରୀ ଦାଶ ଭାବର ଠାକୁର ଆହେ ଭାବ ମନେ ଭରିଦିଅ ଅଭାବ ପଛକେ ଥାଉ ନିତି ହୃଦୟେ ରହୁ ତୁମ ମୂରତି।। ସଂସାର ଶିଙ୍କୁଳି ବାନ୍ଧିଚି ପାଦରେ ଲେଖୁଛି କାହାଣୀ ଜୀବନ ଫର୍ଦ୍ଦରେ ଯେତିକି ଢାଳିଛ ତେଲ ମୋ ଦୀପରେ ଜଳିବି ସେତିକି ନିସ୍ଵାର୍ଥ ସେବାରେ।। ଆହେ ଦୟାମୟ ବିଶ୍ୱବିହାରୀ…

ବିଦେଶ ମାଟିରେ ଚମକିଲେ ଜନଜାତି ଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଦୁବାଇଠାରେ ଓଡ଼ିଶା ଜନଜାତି ଚିତ୍ର କଳା ପ୍ରଦର୍ଶନୀ ଭାରତର କନ୍ସୁଲ ଜେନେରାଲ  ସତିଶ କୁମାର ଶିବମଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର…

ଦୃଢ଼ତାର ସହ ନିର୍ବାଚନ ଲଢ଼ିବୁ: ବିଜୟପାଲ ସିଂ ତୋମାର 

ଭୁବନେଶ୍ୱର:  ପୂରା ରଣନୀତି ସରିଛି, ବୈଠକ ପରେ  ସବୁ ଜଣାପଡ଼ିବ । ଦୃଢତାର ସହ ନିର୍ବାଚନ ଲଢ଼ିବୁ ବୋଲି ଆଜି  ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି  ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  କହିଛନ୍ତି । ଆଜି ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ।…

ତ୍ରିକୋଣୀୟ ପ୍ରେମ, ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମ ପରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ରାଜଧାନୀରେ ଘଟିଛି ଏହି ହତ୍ୟାକାଣ୍ଡ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ପ୍ରେମିକା ହତ୍ୟା କରିଥିବା ସୂଚନା ରହିଛି । ମୃତକ ଯୁବକ ହେଲେ ଅଞ୍ଜନ । ଦେଖା କରିବା…

ଭାଷା ଭାଗବତ : ଆତ୍ମ-ଧିକ୍କାରକାରୀ କେହି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଆତ୍ମ-ଧିକ୍କାରକାରୀ କେହି ନିଜକୁ ନିଜେ ହିଁ ଗଢ଼ଇ ତାହାର ଭାବନା, ବଚନ କେବେ ହୁଏନି ଅସମାନ କଥା ଓ କାମ ହେଲେ ଭିନ୍ନ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠନ ବେଳେ ହିଁ ପଡ଼େ ବହୁ ବିଘ୍ନ ଘଟେ ଚେଷ୍ଟାର ଅବସାନ ନିଜର ପରିଧି ନ ଲଂଘି ଯିଏ…