Latest Odisha News

BREAKING NEWS

ଭାରତୀୟ ସେନାରେ ସାମିଲ ହେବ ୨୫ ନୂଆ ଏଏଲଏଚ୍ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ସେନା ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ସେନା ଏହାର ସାମର୍ଥ୍ୟରେ ଆଉ ଏକ ବଡ ବୃଦ୍ଧି କରିଛି । ସେନା ବିମାନ ଚଳାଚଳ କର୍ପସ ବୁଧବାର ୨୫ ଟି ନୂଆ ଏଏଲଏଚ୍ ହେଲିକପ୍ଟର ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହା ସହିତ ଭାରତୀୟ ସେନା…

କେରଳ ହାଇକୋର୍ଟଙ୍କ ନୂତନ ଗାଇଡଲାଇନ: ଫିଲ୍ମ ରିଲିଜର ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ରିଭ୍ୟୁ ରିଲିଜ

ନୂଆଦିଲ୍ଲୀ: ଏକ ଫିଲ୍ମ ପାଇଁ ରିଲିଜ ହୋଇଥିବା ରିଭ୍ୟୁ ତା’ର ଆୟ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହାକୁ ନେଇ ଦୀର୍ଘ ଦିନ ଧରି ବିତର୍କ ମଧ୍ୟ ଚାଲିଛି । ସୋସିଆଲ ମିଡିଆର ଏହି ଯୁଗରେ, ଆପଣମାନେ ଘରେ ବସି ରିଭ୍ୟୁ ସାହାଯ୍ୟରେ ଫିଲ୍ମର ପୁରା କାହାଣୀ କାହାଣୀ ବିଷୟରେ ଜାଣିପାରିବେ । ତେବେ ଅନେକ…

ଦିଲ୍ଲୀ ଶାନ୍ତିନଗରରେ ଭୟାବହ ଅଗ୍ନିକାଣ୍ଡ; ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ଚାରି ଜଣ । ଦିଲ୍ଲୀର ଶାହଦରା ସ୍ଥିତ ଶାନ୍ତିନଗରରେ ଘଟିଛି ଏହି ଘଟଣା । ଏକ ଆବାସିକ କୋଠାରେ ନିଆଁ ଲାଗିବାରୁ ୨ ଶିଶୁ ସମେତ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗ୍ରାଉଣ୍ଡ ଫ୍ଲୋରରେ ଥିବା…

‘ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ହାତ ନଥିଲା’

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦେଶରେ ଯେକୌଣସି ମୁହୁର୍ତ୍ତରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ଭିତରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ଆଣ୍ଟୋ ଆଣ୍ଟୋନି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ…

ଭାରତର ୭ ପ୍ରତିଶତ ଲୋକଙ୍କର କିଡନୀ ଫେଲର କାରଣ ହେଉଛି ପେନକିଲର, ଏମସ୍ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ୧୦ ପ୍ରତିଶତ ଲୋକ ପ୍ରତିବର୍ଷ କିଡନୀ ରୋଗର ଶିକାର ହେଉଛନ୍ତି । ଅଧିକାଂଶ ରୋଗୀ ସେମାନଙ୍କର ରୋଗ ବିଷୟରେ ଜାଣିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ସେତେବେଳକୁ ସେମାନଙ୍କ କିଡନୀ ଫେଲ ହୋଇଯାଇଥାଏ, ଯାହା ଫଳରେ ପରିସ୍ଥିତି ଏପରି ହୁଏ ଯେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ…

ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଗାଜିପୁରରେ ସିରିଜ୍ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଏକ ଟ୍ୟାକ୍ସି ୧୫ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଖୋଡା କଲୋନୀର ୨୨ ବର୍ଷୀୟା ସୀତା ଦେବୀ। ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର…

କଦାପି ପ୍ରତ୍ୟାହାର ହେବନି ନାଗରିକତା ସଂଶୋଧନ ଆଇନ: ଅମିତ ଶାହ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସାରା ଦେଶରେ ଲାଗୁ ହୋଇଛି । କିନ୍ତୁ ବିରୋଧୀ ଏହାକୁ ବିରୋଧ କରିବା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର ବିବୃତ୍ତି ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଆଇନ…

ଭାଷା ଭାଗବତ : ବେପରୁଆ ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅତ୍ୟୁକ୍ତି ଜ୍ଞାନର ବିରୋଧୀ ଜ୍ଞାନର ମାର୍ଗ ଦିଏରୁଂଧି ଜ୍ଞାନାର୍କ ହେଲେ ସୂତ୍ରୋପମ ସଂଚାର ହୁଅଇ ସୁଗମ ଚିଂତାର ନାହିଁ ଥଳ, କୂଳ ଗତି ବି ଅତ୍ୟଂତ ପ୍ରବଳ ତାହାକୁ କଲେ ନିୟଂତ୍ରଣ ବକ୍ତବ୍ୟ…

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକାକି ଲଢିବ ଏଆଇଏମଆଇଏମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକା ଲଢିବ ଏଆଇଏମଆଇଏମ । ଏନେଇ ଘୋଷଣା କଲେ ଦଳ ମୁଖ୍ୟ ଅସଦୁଦ୍ଦିନ ଓବେସୀ । ଏଆଇଏମଆଇଏମ, ସମାଜବାଦୀ ପାର୍ଟି (ଏସପି) ସହିତ ଏକ ଚୁକ୍ତି କରିବାକୁ ଚାହୁଁଥିଲା, କିନ୍ତୁ ଏହା ସଫଳ ନହେବାରୁ, ନିର୍ବାଚନରେ ​ଏକାକି ​ପ୍ରତିଦ୍ୱନ୍ଦ୍ୱିତା କରିବାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାମ ସଂକୀର୍ତ୍ତନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମା ଅବା ଭଗବାନଙ୍କ ନାମ ସଂକୀର୍ତ୍ତନର ଉପାଦେୟତା ବିଷୟରେ ଅନେକ ମତ ଦେଖିବାକୁ ମିଳେ। ସେଥିମଧ୍ୟରୁ କବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ନିଶ୍ଟିତ ଭାବରେ…