Latest Odisha News

BREAKING NEWS

କାହିଁକି ପଶ୍ଚିମବଙ୍ଗରେ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ?

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗର ତୃଣମୃଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ’ଏକଲା ଚଲୋ’ ନାରା ଦେଇ ଆଜି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଟିଏମସି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଆଜି ସେ ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀଙ୍କ…

ନନ୍ଦନକାନନରେ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ମିଳିବ। କେବଳ…

ପଲକଙ୍କ ପ୍ରେମରେ ପଡିଛନ୍ତି କି ସୈଫଙ୍କ ପୁଅ ଇବ୍ରାହିମ

ମୁମ୍ବାଇ: ସୈଫ ଅଲୀ ଖାଁଙ୍କ ପୁତ୍ର ଇବ୍ରାହିମ ଅଲୀ ଖାଁ ଓ ପଲକ ତିୱାରୀଙ୍କ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତିରେ ଉଭୟଙ୍କୁ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏକତ୍ର ଆସିଥିବା ଦେଖିବାକୁ ମିଳିଥିଲା । ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ ୧୪ ବର୍ଷୀୟ ପୁଅ ବିଶ୍ୱରଞ୍ଜନ ଦାସ । ସୂଚନା ମୁତାବକ ଆଜି…

ରଚନା ଲଢିବେ ଲୋକସଭା ନିର୍ବାଚନ

କୋଲକାତା: ରାଜନୀତିରେ ପାଦଦେଲେ ଅଭିନେତ୍ରୀ ରଚନା ବାନାର୍ଜୀ । ଅଭିନେତ୍ରୀରୁ ହେଲେ ରାଜନେତ୍ରୀ । ଲୋକସଭା ନିର୍ବାଚନରେ ଏଥର ମୈଦାନକୁ ଓହ୍ଲାଇବେ ରଚନା । ଏଥିପାଇଁ ଟିଏମସି ତରଫରୁ ଆଜି ମିଳିଛି ଟିକଟ୍ । ତୃଣମୂଳ କଂଗ୍ରେସର ଟିକେଟରେ ସେ ପ୍ରଥମଥର ଲୋକସଭା ଲଢ଼ିବେ । ଟିଏମସି ରଚନା…

ଶୁକଯୋଡ଼ା ନାଳରେ ସମ୍ପର୍କ ସେତୁର ଶିଳାନ୍ୟାସ

ମୟୂରଭଞ୍ଜ: ପୁରଣ ହେବାକୁ ଯାଉଛି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି। ତିନି ଗୋଟି ୱାର୍ଡର ସମ୍ପର୍କକୁ ଯୋଡି ସୁଦୃଢ କରିବ ଏଇ ସମ୍ପର୍କ ସେତୁ। ଯାହାକୁ ନେଇ ବାରିପଦା ପୌରପାଳିକା ପକ୍ଷରୁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ନୂତନ ପୋଲ ସମେତ ଆପ୍ରୋଚ ରାସ୍ତା।…

ବୋରଓ୍ବେଲରେ ପଡ଼ିଥିବା ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୋରଓ୍ବେଲରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବୋରଓ୍ବେଲ ୪୦ ଫୁଟ ଗଭୀର ଥିଲା । ଗତକାଲି ରାତିରେ କାଶୀପୁର ସ୍ଥିତ ଦିଲ୍ଲୀ ଜଳ ବୋର୍ଡର ଟ୍ରିଟେମଣ୍ଟ ପ୍ଲାଣ୍ଟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ବୋରୱେଲ ଟ୍ରିଟମେଣ୍ଟ ପ୍ଲାଣ୍ଟର ଏକ କୋଠରୀରେ ଥିଲା ଏବଂ…

ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିବା ପ୍ରଶ୍ନର ଉତ୍ତର ଦେଲେ ଶିଳ୍ପା; କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରରେ ରହିଥାଆନ୍ତି । ଅନେକ ଥର ଶିଳ୍ପା  ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଟ୍ରୋଲର ଶିକାର ହୋଇଥାଆନ୍ତି । ନିକଟରେ ଶିଳ୍ପା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…

ପୁଣି ବିବାଦରେ ଏଲଭିଶ ଯାଦବ, ୟୁଟ୍ୟୁବର୍ ସାଗର ଠାକୁରଙ୍କୁ଼ ପିଟିବା ମାମଲାରେ ପୋଲିସ କରୁଛି ପଚରାଉଚରା

ମୁମ୍ୱାଇ: ପୁଣି ଚର୍ଚ୍ଚାକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ। ସୋସିଆଲ ମିଡିଆ ମାଧ୍ୟମରେ ଏଲଭିଶ ତାଙ୍କ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ…

ମାଓ କ୍ୟାମ୍ପ ଠାବ: ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏସ୍‌ଓଜି ଯବାନ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ ମାଓ । ଗୁଳି ବିନିମୟ ବନ୍ଦ ହେବା…