Latest Odisha News

ମାର୍ଚ୍ଚ ୪ ରୁ ୭ ତାରିଖ ଭିତରେ ଏହି ସ୍ଥାନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନେକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବଡ ଧରଣର ବିଜୟ ହାସଲ କରିବାକୁ ବିଜେପି ଏବେ ତା’ର ରଣନୀତି ଚଳାଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ୪୦୦ଟି ଆସନର ଲକ୍ଷ ରଖିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଇଦାନକୁ ଉହ୍ଲାଉଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜୟର…

ପଦ୍ମ ଧରିଲେ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେଲା ପରେ ଅରବିନ୍ଦ ଢ଼ାଲି କହିଛନ୍ତି,‘‘ବିଜେପି ଓଡ଼ିଶାରେ ନିଶ୍ଚିତ…

ଟଳିଲା ଭାରତ ବିରୋଧୀ ଆଉ ଏକ ଆତଙ୍କବାଦୀ

ନୂଆଦିଲ୍ଳୀ: ପାକିସ୍ତାନର ଏବାଟବାଦରେ କୁଖ୍ୟାତ ଭାରତ ବିରୋଧୀ ଆତଙ୍କବାଦୀ କମାଣ୍ଡର ଶେଖ ଜମୀଲ ରହେମାନଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ଜମୀଲଙ୍କ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇ ପାରିନି । ୟୁନାଇଟେଡ ଜିହାଦ କାଉନସିଲର ସେକ୍ରେଟାରୀ ଓ ତହରିକ ଉଲ ମୁଜାହିଦ୍ଦିନର ସକ୍ରିୟ ସଦସ୍ୟ…

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ…

ଗୋଟିଏ ପରିବାରର ତିନି ମୃତ; କାରଣ ଅସ୍ପଷ୍ଟ

ରାଜନଗର: ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’ ଓ ପୁଅର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ…

ଚହଲଙ୍କୁ କାନ୍ଧରେ ପକାଇ ବୁଲାଇଲେ ରେସଲର ସଙ୍ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ କାନ୍ଧରେ ପକାଇ ମହିଳା ରେସଲର ସଙ୍ଗୀତା ଫୋଗଟ ବୁଲାଇବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓ ଶୁଟ କରିବା ପରେ ଚହଲଙ୍କ ମୁଣ୍ଡ ବୁଲାଇ ହୋଇ ଯାଇଥିଲା । ଉଭୟ ଅବଶ୍ୟ ମଜା ପାଇଁ ଏହା…

ସୁଧୀର ଧଙ୍ଗଡ଼ାମାଝୀ ପାଇଲେ କିଶୋରୀଚରଣ ପୁରସ୍କାର

କଟକ : ପ୍ରଖ୍ୟାତ କଥାକାର କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଟକ ଶତାବ୍ଦୀ ଭବନରେ ଆୟୋଜିତ ସମାରୋହରେ ଗଳ୍ପ ସଂକଳନ 'ଖଂଗାର' ପାଇଁ କଳାହାଣ୍ଡିର ଯୁବ କଥାଶିଳ୍ପୀ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ମର୍ଯ୍ୟାଦାଜନକ 'କିଶୋରୀଚରଣ…

ନିର୍ବାଚନ ଲଢ଼ିବେ ଶିବରାଜ ସିଂ ଚୌହାନ; ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ:  ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ  ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ପ୍ରକାଶିତ ହୋଇଥିବା ପ୍ରଥମ ତାଲିକାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏବଂ କେନ୍ଦ୍ର…

୫୬ଜଣ ପୁରୁଷଙ୍କ ଭିତରେ ଏକା ଲଢୁଥିଲେ ଏହି ମହିଳା ବିଏସଏଫ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ସ୍ୱତନ୍ତ୍ର ବାହିନୀରେ ସ୍ନାଇପରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସୀମାରେ ଚାଲିଥିବା ଯୁଦ୍ଧ ହେଉ ଅବା ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଯେକୌଣସି ଜରୁରୀ ପରିସ୍ଥିତି ହେଉ ସବୁ ସ୍ଥାନରେ ସ୍ନାଇପର ଅନେକ କିଲୋମିଟର ଦୂରରୁ ଲକ୍ଷ୍ୟ କରି ଶତ୍ରୁମାନଙ୍କ ଉପରକୁ…

ମୃତ୍ୟୁ ପରେ କାହିଁକି ପଢାଯାଏ ଗରୁଡ ପୁରାଣ, ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଗରୁଡ ପୁରାଣ ଏକ ଗୁରୁତ୍ୱପୂର୍ଣ୍ଣ ପୁରାଣ | ୪ ବେଦ ପରେ ଏହା ହିନ୍ଦୁ ଧର୍ମର ଅନ୍ୟ ଏକ ପ୍ରମୁଖ ଗ୍ରନ୍ଥ ଅଟେ। ଏଥିରେ ଆଧ୍ୟାତ୍ମିକ, ଧାର୍ମିକ ଏବଂ ଦାର୍ଶନିକ ଜ୍ଞାନ ଚିତ୍ରିତ ହୋଇଛି | ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଭକ୍ତ ଗରୁଡଙ୍କ ବାର୍ତ୍ତାଳାପ,…